
ପାପଡାହାଣ୍ଡି ୦୩/୦୬: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମ ଅନ୍ତର୍ଗତ ତଣ୍ଡାଗୁଡା ୨୦୦ ରୁ ଉଦ୍ଧ ବିଦ୍ୟୁତ ଉପଭକ୍ତା ରହିଛନ୍ତି କ୍ଷ ତଣ୍ଡାଗୁଡା ଗ୍ରାମରେ ବିଦ୍ୟୁତ ରହୁନଥିବା, ପବନ ହେଲେ ବିଦ୍ୟୁତ କାଟ,ଦୁଇ ମାସ ହେଲା ରାତ୍ରି ସମୟରେ ଗାଁ ରେ ବିଦ୍ୟୁତ କାଟ ନେଇ ତଣ୍ଡାଗୁଡା ଠାରେ ରହିଥିବା ଗ୍ରୀଡ଼ କାର୍ଯ୍ୟଳୟ ସମ୍ମୁଖ ରେ ହୋହଲ୍ଲା କରି ପ୍ରତିବାଦ କରିଥିଲେ ତଣ୍ଡାଗୁଡା ଗ୍ରାମବାସୀ, ଘଟଣା ସ୍ଥଳରେ ବ୍ଲକ ଉପାଧକ୍ଷ ପହଞ୍ଚି ସମସ୍ୟା ର ସମଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଫେରିଥିଲେ ।
ପ୍ରତେକ ମାସ ରେ ବିଦ୍ୟୁତ ବିଲ ପୈଠ କରୁଥିବା ଗ୍ରାମବାସୀ କହିଛନ୍ତି କ୍ଷ କିନ୍ତୁ ଦୁର୍ଭାଗ୍ୟ ଯେ ଦିନକୁ ୨୪ ଘଣ୍ଟା ରେ ଦୁଇ ଘଣ୍ଟା ମଧ୍ୟ ବିଦ୍ୟୁତ ପାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି କ୍ଷ ତଣ୍ଡାଗୁଡା ଗ୍ରାମରେ ଗ୍ରୀଡ଼ କାର୍ଯ୍ୟଳୟ ରହିଛିକ୍ଷ ଏହି ଠାରୁ ଅନେକ ଅଞ୍ଚଳ ସହ ପାପଡାହାଣ୍ଡି ସଦର କୁ ମଧ୍ଯ ବିଦ୍ୟୁତ ସାଂଯୋଗ ରହିଛି କ୍ଷ ସମସ୍ତେ ବିଦ୍ୟୁତ ଠିକ ରେ ପାଉଥିବା ବେଳେ ତଣ୍ଡାଗୁଡା ଗ୍ରାମବାସୀ ବିଦ୍ୟୁତ ଠିକ ରେ ପାଇ ପାରୁନାହାଁନ୍ତି କ୍ଷ ଅନେକ ବାର ବିଦ୍ୟୁତ ବିଭାଗ
କାର୍ଯ୍ୟଳୟ ଠାରେ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମଧାନ ହୋଇ ପାରୁନାହିଁ ।ବିଦ୍ୟୁତ ନଥୁବା ଯୋଗୁ ବିବାହ କାର୍ଯ୍ୟ, ଛାତ୍ରଛାତ୍ରୀ ଙ୍କ ପାଠ ପଢା ମଧ୍ୟ ବାଧାପ୍ରାପ୍ତ ହେଉଛି। ରାତ୍ରି ସମୟରେ ଜଙ୍ଗଲି ଜନ୍ତୁ ଭୟ ମଧ୍ଯ ଗାଁ ରେ ଲାଗି ରହୁଛି।ବହୁ ସମୟରେ ତଣ୍ଡାଗୁଡା ଗ୍ରାମରେ ଭାଲୁ ବୁଲିବା ଭୟ ରହୁଛି।ଅନ୍ଧାର ରେ କେଉଁ ସମୟରେ ଭାଲୁ ସମ୍ମୁଖ ରେ ପିଡ଼ିଯିବା ମଧ୍ୟ ଗ୍ରାମବାସୀ ଭୟ ରହୁଥିବା ଅଭିଯୋଗ କରିଛନ୍ତି। ମାସ କୁ ମାସ ବିଲ ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ ସେବା ରୁ କାହିଁକି ବଞ୍ଚିତ କରଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବାଦ ପରେ ଘଟଣା ସ୍ଥଳରେ କୌଣସି ବିଦ୍ୟୁତ ଅଧିକାରୀ ଙ୍କ ଦେଖା ମିଳିନି ଥୁଲା । ଘଟଣାସ୍ଥଳରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ପହଞ୍ଚି ଗ୍ରାମବାସୀ କୁ ବୁଝା ସୁଝା କରିଥିଲେ ଓ ଫୋନ ମଧ୍ଯମରେ ପାପଡାହାଣ୍ଡି ଏସଡିଓ କୁ ଯୋଗାଯୋଗ କରିଥିଲେ କ୍ଷ ଗ୍ରାମବାସୀ ଙ୍କ ଏକ ଲିଖୁତ ଅଭିଯୋଗ ଦେବା ସହ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ସମସ୍ୟା ର ସମାଧାନ ତୁରନ୍ତ କରାଯିବ ବୋଲି ଏସଡିଓ ବ୍ରହ୍ମନନ୍ଦ ସାହୁ ସୂଚନା ଦେଇଥିବା ଉପାଧକ୍ଷ ଗ୍ରାମବାସୀ କୁ କହିଥିଲେ କ୍ଷ ଉପାଧକ୍ଷା ନିଜସ୍ଵ ପ୍ରଚେଷ୍ଟା ରେ ତୁରନ୍ତ ସମସ୍ୟା ର ସମାଧାନ
Govinda tripathy 84805 56478 district president nabarangpur