Odisha
ଜଙ୍ଗଲ ଜବରଦଖଲ କାରୀଙ୍କ ୨୮ଗୃହକୁ ଉଚ୍ଛେଦ କଳା ବନ ବିଭାଗ

ଝରୀଗାଁ:ଅଧୀନ ହାତୀବାଡି ବିଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ବରଦଖଲ କରି ବେଆଇନ ଭାବେ ଜଙ୍ଗଲ ଜମିରେ ଘର ନିର୍ମାଣ ରହି ଆସୁଥିବା ପରିବାରକୁ ଉଚ୍ଛେଦ କଳା ବନ ବିଭାଗ। ନବରଜ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଏସିଏଫ, ଝରିଗାଁ ତହ ହସିଲଦାର, ବନାଞ୍ଚଳ ଅଧୂକ ଧୂକାରୀ ଓ କର୍ମଚାରୀଙ୍କ ଏବଂ ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀ ଉପସ୍ଥିତିରେ ଉପସ୍ଥିତିରେ ଜବର ଦଖଲକାରୀଙ୍କୁ ଉଚ୍ଛେ କରାଯାଇଛି। ଏହି ଅଭିଯାନରେ ପ୍ରାୟ ୨୮ ଗୋଟି ଘରକୁ ଭାଙ୍ଗି ସମସ୍ତ ପରିବାରକୁ ବନ ବିଭାଗ ପକ୍ଷରୁ ବିସ୍ଥାପିତ କରାଯାଉଛି। ବନ ବିଭାଗ ପକ୍ଷରୁ ଜବର ଦଖଲକାରୀଙ୍କୁ ବାରମ୍ବାର ନୋଟିସ୍ ଦିଆଯାଇଥୁଲା ଲା ଓ କିଛି ଦିନ ତଳେ ବନ କର୍ମଚାରୀ ଉଚ୍ଛେଦ କରିବାକୁ ଯାଇଥିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପୋଲିସ ଉପସ୍ଥିତିରେ ଏହି ସଂରକ୍ଷିତ ଜଙ୍ଗଲକ ଜବରଦଖଲ ମକ କରାଯାଇଛି।
Govinda tripathy 84805 56478