ପିକଅପ୍ ଭ୍ୟାନ ସହ ମଦ ଜବତ, ୨ ଗିରଫ

ପିକଅପ୍ ଭ୍ୟାନ ସହ ମଦ ଜବତ, ୨ ଗିରଫ
ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ୍ ନବରଙ୍ଗପୁର
ତେନ୍ତୁଳିଖୁଣ୍ଟି, : ନବରଙ୍ଗପୁର ଜିଲ୍ଲା ତେନ୍ତୁନିଖୁଣ୍ଟି ପୁଲିସ ମିଳିଛି ବଡ଼ ସଫଳତା । ଏକ ପିକଅପ ଭ୍ୟାଳରେ ଥିବା ୧୦୫୦ଲିଟର ପୋଚ ମଦ ଜବତ କରିବାରେ ସଫଳ ହୋଇଛି ତେନ୍ତୁଳିଖୁଣ୍ଟି ପୁଲିସ । ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିବା ସହ ପିକଅପ ଭ୍ୟାନକୁ ଜବତ କରାଯାଇ ଥାନା । ଆଇଆଇସି ପ୍ରଣବ କୁମାର ବଡ କନା ଦେଇଛନ୍ତି ।
ରାତିରେ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ ଦାନୀଗୁଡା ଗାଁ’ରୁ ଏକ ପିକଅପ ଭ୍ୟାନ ଯୋଗେ ବ୍ୟାପକ ପରିମାଣରେ ପୋଚ ମଦ ନେଇଁ ଯାଇଥିବା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ସଙ୍ଗେସଙ୍ଗେ ଥାନା ଆଇଆଇସି ପ୍ରଣବ କୁମାର ଟୁଡ଼ୁଙ୍କ ନେତୃତ୍ବରେ ଏସଆଇ ଆଦିତ୍ୟ ନାରାୟଣ, ପିଏଆଇ ଭରତ ମାଝା ଦାନିଗୁଡା ଗ୍ରାମ
ନିକଟରେ ପହଞ୍ଚିଥିଲେ । ପିକଅପ ଭ୍ୟାନରେ ୫୫ ବସ୍ତା ପୋଚ ମଦ – (ପୁଚ୍) ରହିଥିବା ପୁଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲା । ଏହାପରେ ପୋଚ ମଦ ସହ ପିକଅପ ଭ୍ୟାନ କୁ ଥାନାକୁ ଆଣି ଏକ ମାମଲା ରୁଜୁ କରାଯାଇଛି । ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ୮୯:୨୬ ଅନୁଯାଇ ଏକ ମାମଲା ରୁଜୁ ଓ ହୋଇଛି। ୧୦୫୦ ଲିଟର ପୋଡ ମଦ ଜବତ ହୋଇଥିବା ବେଳେ 5 ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପୁଲିସ ସୂତ୍ରରୁ ପ୍ରକାଶ। ପ୍ରକାଶ -ଆଉକି ଏଥି ପୂର୍ବରୁ ନବରଙ୍ଗପୁର ଓ ଜିଲ୍ଲା ପାଇଁ ଥୁବା ବିହାରୀ ମଦ (ପୋଚ ମଦ) ଲାଇସେନ୍ଟ ଗତ ୩୧ E ମ।ଚରୁ ରନ୍ଧ ହେବା ପରେ ମଧ୍ୟ ଏତେ ପରିମାଣରେ ପୋଚ ମଦ ତେନ୍ତୁଳିଖୁଣ୍ଟି ବ୍ଳକର ବିଭିନ୍ନ ସ୍ଥାନରେ କିଭଳି ଭାବରେ ବିକ୍ରି ହେଉଛି ତାହାର ତଦନ୍ତ ଅପେକ୍ଷ ବୋଲି – ସାଧାରଣରେ ଆଲୋଚନା ହେଉଛି।



