District

ନାଟକରେ ଅଭିନୟ କରି ଲୋକଙ୍କୁ ସଚେତନକଲେ ବିଡିଓ ନାଟକ ମାଧ୍ଯମରେ ଲୋକଙ୍କୁ ସଚେତନ କରାଯାଉଛି

ନାଟକରେ ଅଭିନୟ କରି ଲୋକଙ୍କୁ ସଚେତନକଲେ ବିଡିଓ ନାଟକ ମାଧ୍ଯମରେ ଲୋକଙ୍କୁ ସଚେତନ କରାଯାଉଛି |

ତେନ୍ତୁଳିଖୁଣ୍ଟି, ୩/୪,ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ୮୪୮୦୫୫୬୪୭୮

ସଚେତନ‌ତା ଭିଭିକ କ୍ଷୁଦ୍ର ନାଟକରେ ଅଭିନୟକରି ଲୋକଙ୍କୁ ସଚେତନ କଲେ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ। ଅନ୍ଧବିଶ୍ବାସ, ଗୁଣିଗାରେଡ଼ି ଏବଂ ସାପ କାମୁଡ଼ିଲେ ଝଡ଼ାଫୁଙ୍କା ନ କରି ମେଡିକାଲରେ ଚିକିତ୍ସା ପାଇଁ

ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏହି ସଚେତନତାଭିଭିକ କ୍ଷୁଦ୍ର ନାଟକର ପ୍ରଯୋଜନା ଏଡିଏମ୍ ବର୍ମନ କରିଥିବା ବେଳେ ନିର୍ଦ୍ଦେଶନା ବିଡିଓ ମନୋଜ ପଟ୍ଟନାୟକ କରିଛନ୍ତି। ଗ୍ରାମାଞ୍ଚଳରେ ସାପ କାମୁଡ଼ିଲେ ଗୁଣି ଗାରେଡ଼ି ନ କରି ଡାକ୍ତରଖାନା ଯାଇ ଚିକିତ୍ସା କରିବା ପାଇଁ ଏହି ନାଟକ ମାଧ୍ଯମ ରେ ସଚେତନ କରାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button