District

୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଭିଭିପ୍ରସ୍ତର ସ୍ଥାପନ କଲେ ଗଣଶିକ୍ଷା ମନ୍ତ୍ରୀ

୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଭିଭିପ୍ରସ୍ତର ସ୍ଥାପନ କଲେ ଗଣଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କୃଷି ଠାରେ ଥିବା ପିଏମ୍ ଶ୍ରୀ ସରକାରୀ ଊଚ୍ଚ ମାଧ୍ୟମିକ ବିଦ୍ୟାଳ‌ୟରେ ୧୬୦ ଶଯ୍ୟାବିଶିଷ୍ଟ ଏକ ଆଧୁନିକ ଛାତ୍ରାବାସ ନିର୍ମାଣ ପାଇଁ ଆଜି ଶୂଭ ସ୍ଥାପନ ମାନ୍ୟବର ଗଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ବାରା କରାଯା ଇଛି । ଏହି ଛାତ୍ରବାସ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି । ଏହି ଛାତ୍ରାବାସ ପିଲାମାନଙ୍କ ପଢ଼ା ପାଇଁ ଏକ ସୁବିଧାକନକ ପରିବେଶ ଯୋଗାଇବ ଉତ୍ତମ ପାଠାଗାର ଓ ଆନୁଷଙ୍ଗିକ ବିଧା ସହିତ ଛାତ୍ର ଛାତ୍ରୀ ମାନେ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ – ଉପସ୍ଥିତ ଅତିଥମାନେ କହିଥିଲେ ଯେ ଏହି ପ୍ରକଳ୍ପ ଅଞ୍ଚଳର ଶିକ୍ଷା ବିକାଣ ଏକ ମାଇଲ୍‌ସ୍‌ଟାନ୍ ସାବ୍ୟସ୍ତ ହେବ ।

ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇ ତାଙ୍କୁ ପାଠାନ୍ୟାସ ସହ ଉତ୍ତମ ତବିତ୍ର ଗଠନ ପାଇଁ ପ୍ରେରିତ କରାଇଥିଲେ । ସମାଜରେ ଏକ ସୁସଂସ୍କୃତ ଓ ସଫଳ ନାଗରିକ ଭାବେ ଗଢ଼ି ଉଠିବାକୁ ଛାତ୍ରମାନଙ୍କୁ ପରାମର୍ଶ

ମଧ୍ୟ ଦେଇଥିଲେ । ସରକାର ଶିକ୍ଷାକୁ ସର୍ବାଧିକ ଅଗ୍ରାଧୂକାର ଦେଇଥିବା ଦେଳେ, ଏପରି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ଛାତ୍ରମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button