District
ଢେଙ୍କାନାଳ ରେ ରେ ଲଜ୍ଜା ! କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ ରେ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗି ଦେଲେ !

ଢେଙ୍କାନାଳ ରେ ରେ ଲଜ୍ଜା ! କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ ରେ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗି ଦେଲେ !
ରାଜ୍ୟ ରେ ସ୍କୁଲ ଏବଂ କଲେଜ ଛାତ୍ରୀ ଅସୁରକ୍ଷିତ ! ବ୍ରହ୍ମଗିରି ରେ ଜଣେ ନାବାଳିକା କୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ପରେ ଢେଙ୍କାନାଳ ରେ ଜଣେ କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ ପରେ ମହୁଲପାଳ ଜରାଳ ରାସ୍ତା ରେ ଥିବା ସାରୁଆଳ ଜଙ୍ଗଲ ରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ! ଛାତ୍ରୀ ଜଣକ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ର ଛାତ୍ରୀ ହୋଇଥିବା ବେଳେ ତାଙ୍କର ଘର ମାର୍ଥାପୁର ଗ୍ରାମ ରେ ହୋଇଥିବା ଜଣା ପଡିଛି । ତେବେ ରାଜ୍ୟ ରେ ମହିଳା ଉହୀଡ଼ନକାରୀ ଙ୍କୁ ଦୃଷ୍ଟାନୁ ମୂଳକ ଦଣ୍ଡ ଦିଆ ଯାଉ ନ ଥୁବାରୁ ଏଭଳି ଘଟଣା ବାରମ୍ବାର ଘଟୁଥୁବା ଶୁଣିବାକୁ ମିଳୁଛି । ଏପରିକି ଅନେକ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ରେ ଶିକ୍ଷକ ଏବଂ ଅଧ୍ୟାପକ ମାନେ ମଧ୍ଯ ଛାତ୍ରୀ ମାନ ଙ୍କୁ ଯୌନକର୍ମୀଙ୍କ ଶିକ।ର
ଅନେକ ସମୟ ରେ ନଜର କୁ ଆସିଛି ।



