District

ବ୍ୟାଙ୍କରେ ଟଙ୍କା ନାହିଁ, ୩୧୩୭ହିତାଧିକାରୀଙ୍କୁ ମିଳିନି ଭତ୍ତା

ବ୍ୟାଙ୍କରେ ଟଙ୍କା ନାହିଁ, ୩୧୩୭ହିତାଧିକାରୀଙ୍କୁ ମିଳିନି ଭତ୍ତା

ନବରଙ୍ଗପୁର, ୨୦/୩: ବ୍ୟାଙ୍କରେ ଟଙ୍କା ନଥିବାରୁ

ନବରଙ୍ଗପୁର ପୌରପାଳିକାର ୩୧୩୭ ହିତାଧିକାରୀଙ୍କୁ ଭତ୍ତା

ମିଳିନି। ମଧୁବାବୁ ପେନସେନ୍‌ ଯୋଜନାରେ ୧୨୦ଜଣ ୮୦ବର୍ଷୀୟ

ବୃଦ୍ଧ ଓ ୩୪୧ଜଣ ବୃଦ୍ଧା, ବିଧବା ଭତ୍ତା ୨୧୨୩ଜଣ, ଏମବିପିଡିପି

୧୪୧, ଏମବିପିଏସଡିପି ୧୪୬, ଏମବିପିୟୁଏମଡବ୍ଲ ୬୬ଜଣ,

ଏମବିପିଟିଜ ଜଣେ, ଏମବିପିଡିଆଇଭି ୯୯ଜଣ ଏଭଳି ମୋଟ

୩୧୩୭ଜଣ ଭତ୍ତା ପାଇନାହାନ୍ତି। ପ୍ରତି ମାସର ୧୫ତାରିଖରେ

ଭତ୍ତା ବିତରଣ ହୋଇଥାଏ । ସେହି ଅନୁସାରେ ନିର୍ଦ୍ଧାରିତ ତାରିଖରେ

ହିତାଧିକାରୀମାନେ ନବରଙ୍ଗପୁର ଭତ୍ତା ବିତରଣ କେନ୍ଦ୍ରକୁ ଯାଇଥିଲେ |

କିନ୍ତୁ ଭତ୍ତା ନ ମିଳିବାରୁ ନିରାଶ ହୋଇ ଖାଲି ହାତରେ ଘରକୁ

ଫେରିଛନ୍ତି। ଆଜି ଖ।ଲି ହ।ତରେ ଫେରି ଆସିଛନୀ ।

ଚନ୍ଦହାଣ୍ଡି ଓଡାବୁଗାଁ ବ୍ଲକରେ

ଭତ୍ତା ବିତରଣ

ହୋଇଛି ବୋଲି

କହିଛନ୍ତି

ଜିଲ୍ଲା

ସମାଜ କଲ୍ୟାଣ

ଅ ଧି କ । ର 1

ସୁଧାଂଶୁ ପାତ୍ର। ନବରଙ୍ଗପୁର ପୌରପାଳିକାରେ ଏନଏସଏପିର

୭୩୩ ହିତାଧିକାରୀ ଓ ମଧୁବାବୁ ଭତ୍ତା ଯୋଜନାରେ ଏଡସ୍

ସଂକ୍ରମିତ ୫୯ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା

ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହ ତଳୁ ଭତ୍ତା ଟଙ୍କା ଛଡ଼ାଯାଇଛି

ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି। ଅପରପକ୍ଷରେ

ଗତ ୪ ସପ୍ତାହ ଦେବ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଦୌଡ଼ୁଥିବା କହିଛନ୍ତି

ଆକାଉଣ୍ଟାଣ୍ଟ ଚିତ୍ତରଂଜନ କର | ବ୍ୟାଙ୍କରେ ୪୨ଲକ୍ଷ ଟଙ୍କା ନଥିବାରୁ

ଏଭଳି ହୋଇଥିବା ସେ କହିଛନ୍ତି । ଅପରପକ୍ଷରେ ବ୍ୟାଙ୍କ ଭୁଲ ପାଇଁ

ବହୁ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି କାଉନସିଲର

ଏ. ସତୀଶ, ସୋମେଶ ଖରା, ଆଇ. ମୁରଲୀକ୍ରିଷ୍ଣା। |

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button