ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା

ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା
ନବରଙ୍ଗପୁର ,୯/୩: ଆଜି ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ଠାରେ ବିଶ୍ବ ସାମାଜିକ ନ୍ୟାୟ ଦିବସ ପାଳନ ଅବସର ରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳୁ ବୟସ୍କ ମାନଙ୍କୁ ଯୋଗ ମାଧ୍ୟମରେ ଶାରିରୀକ ସୁସ୍ଥ ର ଖୁବାକୁ ଯୋଗ ଶିକ୍ଷା ଦିଆ ଯାଇଥିଲା । ଯୋଗ ମାଷ୍ଟର ଶାନ୍ତନୁ ପାତ୍ର ଶିକ୍ଷା ଦେଇଥିଲେ । ପରେ ପରେ ସଭାକାର୍ଯ୍ୟ ମଞ୍ଚରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ( ଭାର ପ୍ରାପ୍ତ ) ମଳୟ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ ରାଧାନାଥ ବେହେରା, ଖ୍ରୀଷ୍ଟୀୟ ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ଏସ ସ ଡି ପାତ୍ର, ବ ରିଷ୍ଠ ନାଗରିକ ନରସିଂହ ତ୍ରିପାଠୀ, ସୁବାସ ସୁର,ମାରାଥନ ଖେଳାଳି ଚିତ୍ତ ରଞ୍ଜନ ପାତ୍ର, ସମାଜ ସେବୀ ମନୋରମା ମାଝୀ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ଓ ଅଧୂକାରୀ ମଞ୍ଚାସିନ ହୋଇଥିଲେ। ଅତିଥ୍ ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇ ଥୂଲା। ମୁଖ୍ୟ ବକ୍ତା ଭାବରେ ଡ ତ୍ରୀପାଠୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନେ ସମାଜର ଦିଗ ଦର୍ଶନ ବୋଲି ଅଭିହିତ କରି ସେମାନ ସ୍ବାସ୍ଥ୍ୟ ର ସୁରକ୍ଷା ପ୍ରାଥମିକ ଦାୟିତ୍ବ ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବରେ ଡ ରାଧାନାଥ ବେହେରା, ବରିଷ୍ଠ ନାଗରିକ ବିଭିନ୍ନ କ୍ଷେତ୍ର ରେ ଅ ଅବହେଳା ହେଉଛନ୍ତି ସେମାନଙ୍କୁ ଉଚିତ ପରାମର୍ଶ ଦେବା ପାଇଁ ସ ରକାର ତରଫରୁ ପ୍ରତି ତ୍ରୟ ମାସରେ ଗୋଟିଏ ଗୋଟିଏ ସଚେତନା ସ ଭାର ଆବଶ୍ୟକତା ରହିଛି ତାହା ସରକାର କରିବା ଉଚିତ୍ ବୋଲି କ ହିଥିଲେ। ବକ୍ତା ଶ୍ରୀ ଚିତ୍ତରଞ୍ଜନ ପାତ୍ର ଜଣେ ମାରାଥନ ଦୌତ g ତିଯୋଗି ଭାବରେ ଏହି ବୟସ ରେ କେମିତି ନିଜ କୁ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରଖିବାକୁ ହେବ ତାହାର ଉଦାହରଣ ଦେଇ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଆଜିର ଏହି ଯୁଗରେ ଅପ ମିଶ୍ରିତ ଖାଦ୍ୟ ଠୁ ନିଜକୁ ଜାଗ୍ରତ ହୋଇ ରହିବାକୁ କହିଥିଲେ । ସମାଜ
ଏକା थ ସେବୀ ମନୋରମା ମାଝୀ ସମାଜକୁ ପରିଚାଳନା କରିବାରେ ପୁରୁଷ ବଂ ନାରୀ ର ଭୂମିକା ସମାନ ଏବଂ ପରିବାର ଭିତରେ ନିଜକୁ ଏ ନୁଭବ ନ କରି ସାହି ପଡିଶା ସହ ସମ୍ପର୍କ ରଖୁବାକୁ କହିଥିଲେ ଲେ। ଜିଲ୍ଲା ଆଇନ୍ ପ୍ରାଧୂକରଣ ରୁ କିଶୋରୀ ପଟ୍ଟନାୟକ ଆଜିର ସମା ମାଜରେ ଯୌଥ ପରିବାର ହିଁ ସ୍ବାସ୍ଥ୍ୟ ସୁରକ୍ଷା ଦେଇ ପାରିବ ବୋଲି କହିଥିଲେ ଜିଲ୍ଲା ଲିଗାଲ ସର୍ଭିସ୍ ରୁ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ମାନ * ନିମନ୍ତେ ଥୂବା ଅ ଆଇନ ଉପରେ ବକ୍ତବ୍ୟ ରଖୁଥିଲେ। ଆଶା କିରଣ ଅ ଧ୍ଯକ୍ଷ ଜଗନ୍ନାଥ ବେ ବେହେରା ସ୍ବାଗତ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୂକାରୀ ଧନଞୟ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାରୁ ରାମ ମୂର୍ତ୍ତି ପଟ୍ଟନାୟକ, ନଗେନ୍ଦ୍ର ପଟ୍ଟନାୟକ, ଗୋପାଳ ମିଶ୍ର,ସତ୍ୟବାଦୀ ଷଡ଼ଙ୍ଗୀ,ନାରାୟଣ ପଣ୍ଡା, ଜି ପ୍ରକାଶ ସାମନ୍ତରାୟ, ହବିବ ମହମ୍ମଦ,ଗୁପ୍ତେଶ୍ବର ପଣ୍ଡା,ମନିଷା ରଥ, ବୃନ୍ଦାବନ ବେବର୍ତ୍ତା ,ସାନୁ,ପୀତବାସ,ରୀଙ୍କୁ, ଇନ୍ଦ୍ରମଣି ମଙ୍ଗରାଜ, ରୀନାରାଣୀ ସାହୁ,ସନ୍ଧ୍ୟାରଣି ବେହେରା,ଶାନ୍ତି ପଣ୍ଡା,ରଶ୍ମିତା ପ୍ରଧାନ ସହିତ ଅନେକ ଅନେକ ଯୋଗଦାନ କରିଥିଲେ। ସମସ୍ତ ଉପସ୍ଥିତ ବରିଷ୍ଠ ନାଗ ରିକ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।
ବିଶ୍ବ ସାମାଜିକ ନ୍ୟାୟ ଦିବସ ..
ଅବସରରେ ବରିଷ୍ଠ ନାକରିକି ଙ୍କ ସଚେତନତ ନତା ନିମନ୍ତେ
ଅବଦାନ ଓ ଅଭୟ ଯୋଜନା ସମ୍ପତ୍ତି ସର୍କିତ କର୍ମଶାଳା
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



