ଡେଙ୍ଗା ଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ

ଡେଙ୍ଗା ଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ
ନବରଙ୍ଗପୁର, ୦୬//୦୩ : ତେନ୍ତୁଳୀଖୁଣ୍ଟି ବ୍ଳକ ଡେଙ୍ଗା ଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ୨୦୨୬ ହୋଇଯାଇଛି । ପ୍ରଧାନଶିକ୍ଷ ବୃନ୍ଦାବନ କର୍କରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଗୌରୀଶଙ୍କର ମାଝୀ, ମୁଖ୍ୟ ବକ୍ତା ଭାବରେ ପାଲକା ରବୀନ୍ଦ୍ର ବୀନ୍ଦ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ନବରଙ୍ଗପୁର, ସମ୍ମାନୀୟ ଅତିଥୁ ନିଳନ୍ଦ୍ରି ନାୟକ ପଂଚାୟତ ସମିତି ଅଧ୍ଯକ୍ଷା ତେନ୍ତୁଳିଖୁଟି, ରାଜେନ୍ଦ୍ର ବିଶୋଇ ପଂଚାୟତ ସମିତି ଉପାଧ୍ୟକ୍ଷ ତେନ୍ତୁଳୀଖୁଣ୍ଟି, କ୍ରିଷ୍ଣା ମଞ୍ଜରୀ ବିଶୋଇ ଜିଲ୍ଲା ପରିଷଦ ସଭ୍ୟା,
ପଂଚାୟ ବଂଚାୟତ ସରପଂଚ, ବିନ୍ଦୁସ୍ମିତା ଜାନି ସମିତି ସଭ୍ୟା ଅମଳାଭଟ୍ଟା, ଜମୁ ମଣି ଜାନି ନାୟବ ସରପଂଚ ଅମଳାଭଟ୍ଟା, ଭରତ ଚନ୍ଦ୍ର ସା ଅତିରିକ୍ତ ଅତିରିକ୍ତ ଜିଲ୍ଲା ସାହୁ ଅଧୁକାରୀ, ମଙ୍ଗଳ ଅଧୂ ସତ୍ୟବ୍ରତ ବେହେରା ଅତିରିକ୍ତ । ଜିଲ୍ଲା ମଙ୍ଗଳ ଅଧୁକାରୀ, ନିବେଦିତା ବିଶ୍ଵାଳ ଅତିରିକ୍ତ ଜିଲ୍ଲା ଲୁ ମଙ୍ଗଳ ଅଧୁକାରୀ, ଜଗମୋହନ ମାଝୀ ମଙ୍ଗଳ ସମ୍ପ୍ର ସାରଣ ଅଧିକାରୀ ତେନ୍ତୁଳି ଖୁଟି, ଦୁର୍ଯ୍ୟ ଜାନି ସଭାପତି ବିଦ୍ୟାଳୟ ପରିଚାଳନା କମିଟି ମଂଚାସିନ ହୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦାବନ କର୍କରା ବାର୍ଷିକ ବିବରଣୀ ପାଠ କରିଥିଲେ ।
ଭଲ ପାଠ ପଢିବା ସହ ଖେଳ କୁଦରେ ନିଜ ବିଦ୍ୟାଳୟ ସହ ଜିଲ୍ଲାର ନାମ ରଖ୍ ବାକୁ କହିଥି ଲେ । ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ କ୍ରମ କରାଯାଇଥିଲା। ପରି ବେଷଣ ବିଭିନ୍ନ ପ୍ରତି ଯୋଗିତାରେ ଛାତ୍ରଛାତୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ର କ୍ରମରେ ଶିକ୍ଷକ ପଦ୍ମନାଭ ହରିଜନ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଡମ୍ବରୁ ଗୌଡ଼, ଛନ୍ଦା ଚରଣ ବିଶୋଇ, ରଞ୍ଜିତା ଜାନି, ପଦ୍ମ ଭତ୍ରା, ସରୋଜିନୀ ବେହେରା, ଡମ୍ବରୁ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



