District
ରାସ୍ତା କଡ଼ରେ ଚାହା ପିଇ ପୁଣି ଚର୍ଚ୍ଚାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ରାସ୍ତା କଡ଼ରେ ଚାହା ପିଇ ପୁଣି ଚର୍ଚ୍ଚାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବୋରିଗୁମ୍ମା: ତ।୩/୩ ଭୁବନେଶ୍ବର ରୁ ନିଜ ନିର୍ବାଚନ ମଣ୍ଡଳୀ କୁ ଫେରିବା ବାଟରେ ବୋରିଗୁମ୍ମା ରାସ୍ତା କଡ଼ରେ ଥୂବା ଚାହା ଦୋକାନ ରେ ଓହ୍ଲାଇ ସାଧାରଣ ଜନତା ଭଳି ଚାହା ପିଇ ପୁଣି ଚର୍ଚ୍ଚାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀଙ୍କ ଏଭଳି ନୀତି କୁ ସମସ୍ତେ ପ୍ରଶଂସା କରିଛନ୍ତି । ମାନ୍ୟବର ମନ୍ତ୍ରୀ ଙ୍କ ସହ କୋଟପାଡ ର ଲୋକପ୍ରିୟ ବିଧାୟକ ରୁପୁ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଉପସ୍ଥିତ ଥୂଲେ ।



