୮ ଦିନ ହେଲ। ନଳକୂପ ଖର।ପ ସରପଞ୍ଚ ଙ୍କ ନଜର ପତୁନ।ହିଁ
୮ ଦିନ ହେଲା ନଳକୂପ ଖରାପ ସରପଞ୍ଚଙ୍କ ନଜର ପଡ଼ୁନି

ରାଇଘର ୧୯/୨ : ବାସୀ କିବେକଙ୍ଗା ଗ୍ରାମର ୯ ୱାର୍ଡରେ ପିଇବା ପାଣି ପାଇଁ ରାଇଘର ବ୍ଲକ ପରଚିପାରା ପଞ୍ଚାୟତ ଆଦିବାସ ନମ୍ବର ୱାର୍ଡ ଅସୁବିଧାର ସଲ୍ ସମ୍ମୁଖୀନ ହୋଉଥିବା ଅଭିଯୋଗ ହୋଇଛି । ସାହିରେ ୮୦ ପରିବାର ବସବାସ କରୁଥିବା ସମୟରେ ଗୋଟିଏ ଟିଏ ନଳକୁଅ ରହିଛି। ଗୋଟିଏ ନଳ କୂପ କୂପ ଖରାପ ଥିବା ବେଳେ ଗୋଟିଏ ଯାହାକି ବହୁ ସମୟ ଧରି ପାଣି ବାହାରୁଛ । ଫଳରେ ପାଣି ପାଇଁ ଅଧୂକ ସମୟ ଯାଉଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକ ବହୁତ ଅସୁବିଧା ହେଉଛି । ୮୦ ପରିବାରକୁ ଗୋଟିଏ ନଳକୁଅ ନିଅଣ୍ଟ ହୋଉଥିବା ସମୟରେ ନଳକୂଅ ଖରାପ ହେଇ ୮ ଦିନ ହେଇଗଲାଣି କିନ୍ତୁ ଏତିପ୍ରତି କାହାର ନଜର ପଡିନି ଫଳରେ ସାହି ବାସିନ୍ଦା ହୋଇରାଣ ହୋଉଥିବା କହିଛନ୍ତି, ଗ୍ରାମରେ ପାଣି ଟାଙ୍କି ଅଛି ତାହା କାର୍ଯ୍ୟରେ ଆସୁନି ନାମକୁ ମାତ୍ର ବସୁଧା ଯୋଜନା ପାଣି। ଆଗକୁ ଗ୍ରୀଷ୍ମପ୍ରବାହ ଥିବା ସମୟରେ ଏବେ ଠାରୁ ପିଇବା ପାଣି ପାଇଁ ସମସ୍ୟା ଦେଖାଯାଇଛି । ପ୍ରଶାସନ ଏବେଠାରୁ ତତ୍ପରତା ଦେଖାଇ ନଳକୁଅ କୁ ସଜାଡ଼ବାକୁ ସାହିର ଦୂକଲି ଗଣ୍ଡ, ସନହାରି ରାଉତ, ସାତ ଗଣ୍ଡ, ବାହାରିନ ଗଣ୍ଡ, ସମିତ ଗଣ୍ଡ, – ମନଗୋ ଗଣ୍ଡ, ଅମିତା ଗଣ୍ଡ, ମାଲବତୀ ଗଣ୍ଡ, ଅଞ୍ଜୁ ରାଉତ, ବବିତା ଗଣ୍ଡ, ବୁଲି ଗଣ୍ଡ, ଗୋମତୀ ଗଣ୍ଡ, ସାମନ ଗଣ୍ଡ, ସରୋଜ ଗଣ୍ଡ, ମଙ୍ଗଲୁ ରାଉତ, ଭାଦ୍ର ଗଣ୍ଡ, ଅଜୟ ଗଣ୍ଡ, ଗୁଲାପ ଗଣ୍ଡ ।



