District

ଲାଞ୍ଚ ଦେଇ ପ।ରୁନ।ହ।ନି ବୋଲି ସରକ।ରୀ ଯୋଜନାରୁ ବଞ୍ଚିତ

ଲାଞ୍ଚ ଦେଇ ପାରୁ ନାହାନ୍ତି ବୋଲି ୯୦ ବର୍ଷ ର ବୃଦ୍ଧା କମା ବେହେରା ଭତ୍ତା ଏବଂ ଚାଉଳ ପାଇବା ରୁ ବଞ୍ଚିତ ! ମନ୍ତ୍ରୀ ଙ୍କ କଥା କୁ ଖାତିର କରୁ ନାହାନ୍ତି ସ୍ଥାନୀୟ ଅଧୂକାରୀ !

ଲାଞ୍ଚ ଦେଇ ନ ପାରିବାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ୯୦ ବର୍ଷ ବୟସର ବୃଦ୍ଧା କମା ବେହେରା ଦୀର୍ଘ ସମୟ ଧରି ଅନ୍ତରଦ୍ବୟ ଯୋଜନା ଓ ଭତ୍ତାରୁ ବଞ୍ଚିତ ! ମନ୍ତ୍ରୀ କହିଥିଲେ କାହିଁକି ଦେଉନ ବୋଲି ପଚାରିଲେ ବାବୁ ମାନେ ମାଛ ଆଣିଲେ ହେବ ନହେଲେ ତୋର କାଗଜ ନାହିଁ କହି କମା ଙ୍କୁ ବାରମ୍ବାର ଫେରେଇ ଦେଉଥୁବାରୁ କମା କାନ୍ଦି କାନ୍ଦି ଡ଼ଙ୍ଗା ଡ଼ଙ୍ଗା ରେ ଫେରିବା ବେଳେ ଜଣେ ଯାତ୍ରୀ ଙ୍କ ସହାୟତା ରେ ଜନତା ଜାଗରଣ ରଣ ନିକଟ ରେ ଅଭିଯୋଗ କରିଛନ୍ତି । ଏହି ଘଟଣା କୁ ଗୁରୁତଟ ତର ସହିତ ନିଅ ନିଆଯିବା ସହିତ ଖୁବ ଶୀଘ୍ର ରାଜ୍ୟ ସରକାର ଙ୍କ ସଭାପତି ସୋନା ବାନାର୍ଜୀ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏବଂ 1 ସମ୍ପାଦକ ଶାଶ୍ବତ ପଟ୍ଟନାୟକ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button