District

ଉପ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ। ଭ।ବେ ନିର୍ବାଚିତ ହେଲେ ବନିତ। କାନ୍ଦୁଲିଆ

ଉପ ନିର୍ବାଚନରେ ବ୍ଲକ ଅଧ୍ଯକ୍ଷା ଭାବେ ନିର୍ବାଚିତ ହେଲେ ବନିତା କାନ୍ଦୁଲିଆ

୦୬/୧୨:

କୁନ୍ଦୁରା, କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷା ପଦ ପୂରଣ ହୋଇଛି । କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାସେଶ୍ବରୀ ପରଜା ବ୍ଲକ ଅଧ୍ୟକ୍ଷା ପଦରୁ ଅକ୍ଟୋବର ୩ ତାରିଖରେ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ । ଅକ୍ଟୋବର ୪ ରେ ହୋଇଥିଲା ଅନାସ୍ଥା ଭୋଟ । ଇସ୍ତଫା ଦେବାପରେ କୁନ୍ଦୁରା ବ୍ଲକରେ ଖାଲି ଅଧ୍ୟକ୍ଷା ପଦ ଖାଲି ପଡ଼ିଥିଲା । ଏହାପରେ କୁନ୍ଦୁରା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ଭାବେ ତରୁଣୀ ସେନ ବିଶୋୟୀ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇ ଆସୁଥିଲେ । ଏହାକୁ ନେଇ ଆଜି କୁନ୍ଦୁରା ବ୍ଲକ ସଭା ଗୃହରେ ହୋଇଥୁଲା ଉପ ନିର୍ବାଚନ 1 ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆଜି ସକାଳ ୧୦ ଟାରେ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା । ନିର୍ବାଚନ ଅଧିକାରୀ ବୋରିଗୁମ୍ମା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ହୋଇଥୁଲା ନିର୍ବାଚନ । ସକାଳ ୧୦ ରୁ ୧୧ ଟା ମଧ୍ୟରେ ହୋଇଥିଲା ନାମାଙ୍କନ ପତ୍ର ଦାଖଲ । ନାମାଙ୍କନ ପରେ ଯାଞ୍ଚ ହୋଇଥିଲା ନାମାଙ୍କନ ପତ୍ର । ପ୍ରାର୍ଥୀପତ୍ର କେହି ପ୍ରତ୍ୟାହାର କରିନଥିଲେ । କୁନ୍ଦୁରା ବ୍ଲକର ୧୬ ଗୋଟି ଗ୍ରାମ ପଞ୍ଚାୟତ ରହିଥ‌ିବା ବେଳେ ୧୬ ଜଣ ସମିତି ସଭ୍ୟ ସଭ୍ୟାଙ୍କ ମଧ୍ୟରୁ ୧୫ ଜଣ ଉପସ୍ଥିତ ଥିଲେ ।ବାଣୁଆଗୁଡ଼ା ସମିତି ସଭ୍ୟା ବନିତା କାନ୍ଦଲିଆ ଓ ଫୁପୁଗାଁ ପଞ୍ଚାୟତ ସମିତି ସଭ୍ୟା ଚନ୍ଦ୍ରିକା କାନ୍ଦଲିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସର୍ବମୋଟ ୧୫ ଟି ଭୋଟ ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିଲା । ଚନ୍ଦ୍ରିକା କାନ୍ଦୁଲିଆ ବିଜେଡି ସମସ୍ତ ପ୍ରାର୍ଥୀନୀ ଭାବେ ନାମାଙ୍କନ ଦାଖଲ କରି ୬ ଖଣ୍ଡ ଭୋଟ ପାଇଥିବା ବେଳେ ବନିତ କାନ୍ଦୁଲିଆ ସ୍ଵାଧୀନ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ୮ ଖଣ୍ଡ ଭୋଟ Samasya Newତି ହୋଇଥିବା ଜଣା ପଡ଼ିଛି । ଦେବେ ବନିତାଙ୍କ ସପକ୍ଷରେ ୮ ଟି ଓ ଚନ୍ଦ୍ରିକାଙ୍କ ସପକ୍ଷରେ YESTERDAY AT 28044) ଜିଲ୍ଲାପାଳ ଏକ ବିଜ୍ଞପ୍ତି ଜାରି କରିବା ପରେ ଅଧ୍ଯକ୍ଷା ବିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ସୁକାନ୍ତି କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଉପ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ବନିତା କାଦୁଲିଆ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button