District
ଜୟପୁର ସେବ।ପେପରମିଲର ସମସ୍ୟାର ଆଲୋଚନ

ଜୟପୁର ସେବ।ପେପରମିଲର ସମସ୍ୟାର ଆଲୋଚନ
ଆଜି ଦୀର୍ଘ ଦିନ ଅଚଳ ହୋଇ ପଡ଼ିଥିବା ଜୟପୁର କାଗଜକଳ ର ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ମାନ୍ୟବର ଶିଳ୍ପ ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ ସମ୍ପଦ ସ୍ବାଇଁ ଙ୍କ ସହ ସମସ୍ୟାର ସମ।ଧ।ନ ଆଲୋଚନା କଲେ ଜୟପୁର BJP ଶ୍ରୀ ଗୌତମ ସାମନ୍ତରାୟ ଓ ଏହ।ର ସମ।ଧ।ନ ଶୀଘ୍ର ହେବ ଓ କାର୍ଯ୍ୟକ୍ଷମ ହେବ କହିଲେ ।