କୋଟିଆ ମହିଳ।ଙ୍କୁ ରୋଜଗାର ଦେବ କାମୋମାଇଲ

କୋଟିଆ ମହିଳାଙ୍କୁ ରୋଜଗାର ଦେବ କାମୋମାଇଲ
କୋରାପୁଟ, ୭/୧୧: ମାଳଭୂମିର ଜଳବାୟୁ ବହୁ ଦୁର୍ଗଲ ଚାଷ ପାଇଁ ବେଶ ଅନୁକୂଳ ଉର୍ବର ମାଟି, ଜଳସେଚନର ମୁବ୍ୟବସ୍ଥା କାରଣରୁ ବନ୍ଧୁ ସଂସ୍କାର ନଜର ଏବେ କୋଲାପୁଟ ଜିଲ୍ଲା ଉପରେ ଗତ କିଛି ବର୍ଷ ମଧ୍ୟରେ ଭଳିକି ଭଳି ପୁତ୍ର ସହିତ କପି ଓ ମସଲା ଚାଷ କରି ସ୍ବାବଲମ୍ବୀ ହେବାରେ ଲାଗିଛି ଏହି ଜିଲ୍ଲା । ୨୦୨୪ରେ କମୋମାଇଲ ଫୁଲ ଚାଷରେ ବିଶେଷ ସଫଳତା ମିଳିଥିଲା ଜିଲ୍ଲାର ଚାଷୀଙ୍କୁ ବୈଜ୍ଞାନିକ ସଂସ୍ଥା ସିମ୍ୟାପ ର ସହାୟତାରେ ପଟାଙ୍ଗି ଆଗ୍ରୋ ପ୍ରଡାକ୍ସ ପ୍ରତ୍ଯୁସର କମ୍ପାନି ମହିଳାଙ୍କ ମାଧ୍ୟମରେ ଆରମ୍ଭ କରିଛି ଜେମୋମାଇର ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ କାମୋମାଇଲ୍ ଚାଷରୁ ଫୁଲ ଅମଳ ହୋଇଥାଏ । ଗତ ବର୍ଷ କୋଟିଆରେ ୧ ଏକର ଜମିରେ ୬ ମହିଳା କାମୋମାଇଲ ଚାଷ କରିଥିଲେ। ୩୦ କେଜି ଫୁଲ ଅମଳ ହୋଇଥିଲା ଏହି ଫୁଲକୁ ଜେଡି ପିଛା ୧୨୦୦ ଟଙ୍କାରେ ଓରମାସର ପଟାଙ୍କି ଆଗ୍ରୋ ପ୍ରତକ୍ତ କମ୍ପାନି ଜିଣିଥିଲା। の酒
ଡିସେମ୍ବରରୁ ୫୦ ଏକର ଜମିରେ ହେବ ଚାଷ
କିଛି ଫୁଲକୁ କେମୋ ଗ୍ରୀନ ଚା ପ୍ୟାକେଜିଂ କରି ରାଜ୍ୟର ବିଭିନ୍ନ ମେଳାରେ ବିକ୍ରି ଜଣାଯାଇଥିଲା। ୨୦୨୫ରେ ସିମ୍ୟାପ ଏହି ଚାଷ ଲାଗି ୨ ବିସ୍କାର ନିହନ ଯୋଗାଇବା
ମିଳିଲେ ମହିଳାଙ୍କୁ ଏକର ପିଛା ୫୦ ହଜାର ଟଙ୍କା ମିଳିବ। ଚଳିତ ବର୍ଷ ୨ କ୍ଲିଣ୍ଡାଳ ଫୁଲ ଅମକ ହେଲେ ତୈକ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରି ଗ୍ରିନ ଟି ପ୍ରସ୍ତୁତ କରାଯିବ ବୋଲି
ଏହି ବିହନକୁ ଗୋଟିଆ, ମାଥଲାମ୍ବା, ଗୁମେଲପଦର, ତୁରିଆ, ଫୁଲପଦର, ଫଗୁଣସୁନେରୀ, ଉପରସେମ୍ବି ଅଞ୍ଚଳର ୫୦ ଏକର ଜମିରେ ଚାଷ କରାଯିବ ସଫଳତା
ଜହିଛନ୍ତି ଏଫପିଓର ସିଇଓ ନିତାଲି ହରାଳ କାମୋମାରଲ ଗ୍ରିନ ଟିର ବହୁ ଔଷଧୀୟ ଗୁଣ ରହିଛି! ଡାଇବେଟିସଠାରୁ ଆରମ୍ଭ କରି ଚର୍ମକୁ ସତେଜ ରଖିବା, ନିଜ ଭଲ ହେବ,
କ୍ଲାଚିରୁ ମୁକ୍ତି ମିଳିବା ଭଳି ବହୁ ଭଲ ଗୁଣା ରହିଛି ଆଗାମୀ ଦିନରେ ଭଲ ପ୍ୟାକିଂ ଓ ବ୍ରାଣ୍ଡିଂ କରି ଏହାର ବଜାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବା ଯିବ ବୋଲି କହିଛନ୍ଥି ଓରମାସର ଚେପୁଟି ସିଇଓ ଏ ଉମା ମହେଶ। ଏହି ଏଫପିଓ ମାଧ୍ୟମରେ ୨୦୨୪ରେ ୩୦ ଏକର ଜମିରେ ମିଣ୍ଡ ଚାଷ କରି ୧୨୫ ଲିଟର ମିଣ୍ଡ ତୈଳ ଉତ୍ପାଦନ
ଜରାଯାଇଥିଲା। ୨୦୨୬ରେ ଚାହିଦା ରହିଥିବା ସିଆସିଡିସ୍ ଚାଞ୍ଚ କରାଯିବା ପାଇଁ ଲକ୍ଷ୍ୟ ରହିଛି! କାମୋମାଇଲ, ମିଶ୍ର ଚାଷକୁ ଛାଡ଼ିଲେ ପଟାଙ୍ଗି ଆଗ୍ରୋ ପ୍ରଡାକ୍ତ ପ୍ରତ୍ଯୁସର କମ୍ପାନି ଅଧୀନରେ ଥିବା ୮ ଉତ୍ପାଦକ ସଂଘର ମହିଳା ମହୁ ଚାଷ, ଝାଡୁ ତିଆରି, ସିଲେଇ ଭଳି କାମରେ ନିୟୋଜିତ ଅଞ୍ଚଳି ଗତ ବର୍ଷ ଏହି ଏଫପିଓ ମହିଳାଙ୍କ ମାଧ୍ୟମରେ ୪୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।