କାଶୀପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ
କାଶୀପୁର:୨୩/୧୦ :ରାୟଗଡା ଜିଲ୍ଲା କାଶୀପୁର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଯୋଗ ଦେଇଥିବା ବେଳେ ମଞ୍ଚାସିନ ଅତିଥ୍ ଭାବେ କାଶୀପୁର ବ୍ଲକ ସାଂସଦ ପ୍ରତିନିଧୂ ସାନ୍ଧୁଚରଣମାଝୀ, ଗୋଷ୍ଠୀ ଶିକ୍ଷାଅଧୂକାରୀ, ସମାଜସେବୀ ସୁ ନାସିଂ ମାଝୀ, ବ ଟ କୃ ଷ୍ଣ ନାଏକ, କାଶୀପୁର ଥାନା ଅଧୂକାରୀ, ଦେବଦତ୍ତ ମଲ୍ଲିକ, ବୃ ନ୍ଦାବ ନ ସାହୁ,ଏବିଓ ପବିତ୍ରମୋହନ ନାଏକ, ଜିଜୁରୁ ମାଝୀ, ମଣ୍ଡୁ ସାହୁ, ଜିଲ୍ଲା ଶିକ୍ଷକ ସଭାପତି ସମନାଥ ଗରଡ଼ା, ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସୁରଭି ସୁର କାର୍ଯ୍ୟକ୍ରମ କାଶୀପୁର ବ୍ଲକର ବତସି ଆଉ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ଆଜିର ଖିବ କ୍ଲାର୍ଯ୍ୟକ୍ରମରେ ଟିକିଲି ହାଇସ୍କକୁ ବିଶ୍ଵଜିତ ନାଏକ, ପ୍ରଥମ ମ ସ୍ଥାନ ଅଧୁକାର କରିଥିବା ବେଳେ ଚିତ୍ରାଙ୍କନ ରେକାଶୀପୁର ଏଲ ପି ସ୍କୁଲର ଛାତ୍ରୀ
କରିଥିଲେ ସେହିଭଳି, ଡ଼ଙ୍ଗାସିଲ ବାଳିକା ବି ଦ୍ୟାଳୟର ଛାତ୍ରୀ ଗୁରୁବାରୀ ଝୋଡ଼ିଆ, ଦୁଡୁକା ବାହାଲ ବିଦ୍ୟାଳୟର ଛାତ୍ର ସମ୍ପୂର୍ଣ ନାଏକ, ବରିଷ୍ଠ ପିଏମ୍ ? ପୋଷଣ କାର୍ଯ୍ୟକ୍ରମରେ କାଶୀପୁର ଆଦର୍ଶ ବିଦ୍ୟାଳୟର ଛାତ୍ର ପ୍ରସାଦ ନାଏକ, ପାଞ୍ଚାଳୀ ବିଦ୍ୟାଳୟର ଛାତ୍ର ନକୂଳ ମାଝୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ମଞ୍ଚାସିନ ଅତିଥୁ ଭାବରେ କାଶୀପୁର ଥାନା ଅଧିକାରୀ ଯୋଗ ଦେଇ ଏକ ନିହ ନିହାରା ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର କ୍ରାଇମର ସଚେତନତା ନତା ପତ୍ରିକା ଦେଇ ଉପ ଉପସ୍ଥିତ ଥୁବା ଛାତ୍ରଛାତ୍ରୀ ମାନଙ୍କୁ ସଚେତନତ କରିଥିଲେ ! ପିଲା ମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା । ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଛି କାର୍ଯ୍ୟକ୍ରମରେ ବ୍ଳ । ଉକ୍ତ ବ୍ଲକର ବାତିଶିଷ୍ଟି ଅଂଶଗ୍ରହଣ କରି ବିଜେତା ହୋଇଥୁବ ଛାତ୍ର ଛାତ୍ରୀ ଛାତ୍ରୀ ମାନଙ୍କୁ ପୁରସ୍କୃତ ତ କରାଯାଇଥିଲା ଇଥିଲା ! ଛାତ୍ରଛାତ୍ରୀ ମାନେ ।ତି ସୁନ୍ଦର ଭାବରେ ସଂସ୍କୃତିବ କାର୍ଯ୍ୟକ୍ରମ ପରିବେଷଣ କରିଥିଳେ ଆଜିର କାର୍ଯ୍ୟକ୍ରମକୁ | ଚନ୍ଦ୍ରଗିରି କଲେ ସି ଜିତେଶ କୁମାର ନାଏକ, କ, ଶିକ୍ଷକ