ମହୁମ।ଛି ଦଂଶନ ରେ ଶତାଧିକ ସ୍ୱୟଂସେବକ ଆହତ
ମହୁମାଛି ଦଂଶନରେ ଶତାଧିକ ସ୍ୱୟଂସେବକ ଆହତ
ନବରଙ୍ଗପୁର, ୨୧/୧୦ : ନବରଙ୍ଗପୁର ନଗର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ପଥ ସଞ୍ଚଳନ ବେଳେ ଦିନ ପ୍ରାୟ ସାଢେ ୧୨ଟା ସମୟରେ ମହୁମାଛି ଆକ୍ରମଣରେ ଶତାଧିକ ସ୍ୱୟଂସେବକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ
ଅସଂଖ୍ୟ ମହୁମାଛି ଚାହାଲି ପଥ ସଞ୍ଚାଳନ କରୁଥ୍ଳା ସ୍ବୟଂସେଳ ଙ୍କ ଉପରେ ଅଚାଳକ ଆକ୍ରମଣ କରିଥିଲେ। ସୂୟଂସେବକମାନେ ସେଥୁରୁ ତ୍ରାହି ପାଇବାକୁ ପ୍ରାଣ ବିକଳରେ ଦୌଡ଼ିଥିଲେ ଶତାଧିକ ସ୍ବୟଂସେବକ ଆହତ ହୋଇଥିଲେ ହେଁ ୨୫ ଜଣଙ୍କୁ ତତ୍କାଳ ଜିଲ୍ଲାର
୪ଜଣ ସୁଧାଂଶୁ ଶେଖର ବିଷୋରୀ ରଘୁନାଥ ରାୟ, ଳେ ସନ୍ତୋଷ ରାଓ ଓ ତୃଷାରକାନ୍ତ ଝାଙ୍କର ଗୁରୁତର ହୋଇଛନ୍ତି।
ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପୂର୍ବରୁ ଥିବା ବାଜାର ବୀମା କାର୍ଯ୍ୟାଳୟ ନିକଟରେ ହଠାତ ମହୁଫେଣାରୁ
ମୂଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ପଥ ସଞ୍ଚନରେ ଜିଲ୍ଲାର ପ୍ରାୟ ୧୬ଶହରୁ ଅଧିକ ସ୍ବୟଂସେବକ ଭାଗ ନେଇଥିଲେ। କେଉଁ ଜଣେ ଜାଣିଶୁଣି ମହୁଫେଣ୍ଡାରେ ଟେଳା ମାରିବା ଦ୍ବାରା ଏଇକି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।