District

ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ବାରା ବିଦ୍ୟାଳୟର ହଷ୍ଟେଲର ଶୁଭ

ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ବାରା ବିଦ୍ୟାଳୟର ହଷ୍ଟେଲର ଶୁଭ ଉଦଘାଟନ

ନବରଙ୍ଗପୁର, ୧୯/୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ କରକମଳ ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ନୂତନ ହଷ୍ଟେଲ ଶୁଭ ଶିଳାନ୍ୟାସ କରିଥିଲେ ! ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ, ପଣ୍ଡୁ ଗୁ ଡା ନବରଙ୍ଗପୁ ରବ୍ଲକ ତାରାଗାଁ, ନବରଙ୍ଗପୁର ମୁନିସି ପାଲିଟି ଏକ୍ସ ବୋର୍ଡ ସ୍କୁଲ, ନନ୍ଦାହାଣ୍ଡିବ୍ଲକ, ସିନ୍ଧିଗୁଡା ତେନ୍ତୁଳୀଖୁଣ୍ଟି ବ୍ଲକ, ଚରାମୂଳା ରେ ଉପସ୍ଥିତ ରହି ଶୁଭ ଉଦଘାଟନ କରିବା ସହ ଛାତ୍ର, ଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କାମନା କରିବା ସହ ବିଜେପି ସରକାର ଙ୍କ ର ବିଭିନ୍ନ ଯୋଜନା ସମ୍ପର୍କ ରେ କହିଥିଲେ ! ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ସାଂସଦ ପ୍ରତିନିଧୂ ଶ୍ରୀ କଂସ, ନବରଙ୍ଗପୁର ଜିଲ୍ଲା ଶିକ୍ଷାଆଦିକାରୀ ଙ୍କ ସମେତ ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ !

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button