District

ବେଆଇନ ଚୋର। ଦେଶୀ ମଦ ଜବତ

ବେଆଇନ ଚୋରା ଦେଶୀ ମଦ ଜବତ

ନବରଙ୍ଗପୁର,୧୭/୧୦: ଅବକାରୀ ଅଧିକ୍ଷକ ସୁନାପ କୁମାନ ତାଙ୍କ ନିର୍ଦ୍ଦେଶ କ୍ରମେ, ଅବଲାରୀ ନିରୀକ୍ଷକ ଜିଲ୍ଲାର କୁଟୀର ରଥଙ୍କ ନେତୃତ୍ବରେ ବିଭାନିୟ କର୍ମଚାରୀ ମାନଙ୍କ ସହ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁଡୁମି ଗ୍ରାମରେ ଚଢ଼ାଇ କର୍ତି ରୂପୂ ଦା ନେଳେ ଆଗାମି ନିକଟରୁ 10 ଭିତର ଚୋରା ଦେଶୀ ବାତ ରନ୍ଧା ମଦ ଭିତର ପୋଳ ମୂତ ଜନ୍ଧି ବା ପାଇଁ ପ୍ରସ୍ତୁତ ହୋଇ ଷ୍ଠାରୁ ଯୋତିକୁ ହୃଦତ କରାଯାଉଛି । ସେହିପରି ନନ୍ଦଙ୍ଗପୁର ଧଳା ଅନ୍ତର୍ଧନ, ମଙ୍ଗୁଳ ପଦର ଗ୍ରାମରେ ଢାର କରି, ଅର୍ଜୁନ ଗୌଡ଼ ନିକଟକୁ ୧. (200) ଭିକ ନେବା ଦେଶୀ A CR PO ଜବତ କରାଯାଇଛି । ଆସାମୀ ଦୁଇ ଜଣଙ୍କୁ ମାନ୍ୟବର ଏସଡିଜେଏମ୍ ଙ୍କ ଅବାକତେବେ ହାଜର ରକାର ମୋକଦ୍ଦମା ରୁଜୁ କରାଯାଇଛି । ଏହି ହାରରେ ରିଜମା ସୁନା, ସ୍ବାଧୀଶୁ ଶେଖର ବସ୍ ଓ ଅଜ୍‌ମ ଖାନ ସହଯୋଗ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଅଧୁକାଂଶ କାନ୍ତକାଣ ଗ୍ରାମ ମାନଙ୍କରେ ମହୁଳରେ ଗୁଡ଼, ବଟେରୀ ଗୁଣ, ୟୁନିଆ 49 ଓ ନାନା ଗହଗକୁ ଚେର ଓ ପାଉଁଶ ପ୍ରକାର ପୋକ ତିଆରି କରି ଦୂର୍ଗନ ଯୁକ୍ତ ପୋଜିଲା ମୟୂଳକୁ ମଦ ତିଆରି କରି ଚୋଖା ଭାବରେ ନ୍ୟପାଦ ତଳି ଜନ ଜୀବନକୁ ନିରଦ ସୃଷ୍ଟି କରୁଥିବା ଜଣାପଡିଛି । ପଡଏକ ଏହି ତୋଡା ମନକୁ ଦୃତ ଭାବରେ ବନ୍ଦ ଉଜାଯିବା ଅବକାରି ବିଭାଗର ପ୍ରମୁଖ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button