ଆସୁନ।ହ।ନୀ କର୍ମୀ ଖୋଲୁନି ଅଙ୍ଗନବ।ଡି କେନ୍ଦ୍ର
ଆସୁନାହାନ୍ତି କର୍ମୀ, ଖୋଲୁନି ଅଙ୍ଗନୱାଡି କେନ୍ଦ୍ର
ବନ୍ଧୁଗାଁ, ୧୭/୧୦
କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ କାନାଗାଁ ପଞ୍ଚାୟତ ସାବାଦାମ ଅଙ୍ଗନୱାଡି କେନ୍ଦ୍ର ଖୋଲୁ ନ ଥିବା ବେଳେ ପିଲାଙ୍କୁ ଅଣ୍ଡା ଓ – ଛତୁଆ ମିଳୁ ନ ଥିବା ଅଭିଯୋଗ ହୋଇଛି। କାନାଗାଁ ପଞ୍ଚାୟତରେ ବିଭିନ୍ନ ଅଙ୍ଗନୱାଡି – କେନ୍ଦ୍ରର ସମାନ ଅବସ୍ଥା। କେତେଜଣ ଅଙ୍ଗନଓ୍ବାଡି କର୍ମୀ ମାସରେ ଥରେ କିମ୍ବା ଦୁଇଥର କେନ୍ଦ୍ରକୁ ଆସି ଫଟୋ ଉଠାଇ ଫେରି ଯାଇଥିବା ସ୍ଥାନୀୟ ବାସିନ୍ଦା ସହ କାନାଗାଁ ପଞ୍ଚାୟତ ନାଏବ ସରପଞ୍ଚ କୃଷ୍ଣ କାଡ୍ରାକା କହିଛନ୍ତି । ସରକାରଙ୍କ ଦ୍ବାରା ଛତୁଆ ଅଣ୍ଡା ନଣା, ଜନ୍ମ, ମୁଢି, ସୃଜି ଓ ଖଚୁରା ବାଣ୍ଟିବା ନିୟମ ଥିଲେ ସୁଦ୍ଧା ତାହା ଗର୍ଭବତୀ, କିଶୋରମାନଙ୍କୁ ମିଳୁନଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ଖେଳ ସାମଗ୍ରୀ, ଟେବୁଲ୍ ଚେୟାର ଓ ଅନ୍ୟ ଆସବାସପତ୍ର ସ୍କୁଲରେ ନ ରଖ୍ ଘରେ ରଖିଥିବା ଜଣାପଡ଼ିଛି। ଘରୋଇ ବିଦ୍ୟାଳୟରେ ଶିଶୁଙ୍କ ପାଠପଢ଼ା ଦୈନିକ ଚାଲିଥିବା ବେଳେ ଅଙ୍ଗନୱାଡି ପିଲାଙ୍କ
ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ।
ପାଠପଢାରେ ବନ୍ଦ ରହିଛି। ପୃଷ୍ଟିକର ଖାଦ୍ୟ ଯୋଗାଣ ପରିବରେ ଏହି ଯୋଳନା ଅଙ୍ଗନୱାଡି କର୍ମୀଙ୍କ ମାଧ୍ୟମରେ ଗର୍ଭବତୀ ଓ ପ୍ରସୂତି ମହିଳା, ୬ ବର୍ଷରୁ କମ ଶିଶୁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ପୃଷ୍ଟିହୀନତା ନେଇ ଶିଶୁମାନଙ୍କୁ ଡାକ୍ତର ନିକସା ପାଇଁ ପରାମର୍ଶ ଦେବା, ଶିଶୁଙ୍କ ଝିସିଳି, ପୋଲିଓ, ଢିପିଟି ଓ ମିଳିମିଳା ରୋଗରୁ ରକ୍ଷା ପାଇଁ ଟୀକାଦାନର
ପିଲାଙ୍କ ପ୍ରାକ୍ ଶିକ୍ଷା ବାଧାପ୍ରାପ୍ତ
କର୍ମଚାରୀଙ୍କ ପକେଟକୁ ଯାଇଥାଏ । ଏ ସମ୍ପର୍କରେ ସୁପରଭାଇଜର ରାମାଣାମାଙ୍କୁ ଯୋଗାଯୋଗ କରିବାରୁ, ମୁଁ ପ୍ରତି କେନ୍ଦ୍ରକୁ ଯାଏ। ରକ୍ତ କେନ୍ଦ୍ରକୁ ଜର୍ମୀ ଆସୁ ନ ଥୁବା ନେଇ ସିଡିପିଓଙ୍କୁ ଲିଖିତ ଭାବେ ଜଣାଇଛି! ପଦକ୍ଷେପ ନେବା ସିଜିପିଓଙ୍କ କାମ ବୋଲି କହିଛନ୍ତି । ସିଳିପିଓ ଗୀତାଞ୍ଜଳୀ ମହାରଣାଙ୍କୁ ଯୋଗାଯୋଗ କରିବାରୁ, ସେ ଭୁବନେଶ୍ୱର ଯାଇଥିବା କରିଥିଲେ। ଏ ନେଇ ପଞ୍ଚାୟତ ଅଭିଯୋଗ ପ୍ରକୋଷ୍ଠରେ ନାଏକ ସରପଞ୍ଚ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ତଦନ୍ତ ନେଇ ନିର୍ଦେଶ ଦିଆଯାଇନାହିଁ। ତାଙ୍କୁ ଧମକପୂର୍ଣ କଲ୍ ଆସୁଥିବା ଏବଂ ସରକାରଙ୍କ ଉପରେ ଭରସା ତ୍ରୁଟି ଯାଉଥିବା କହିଛନ୍ତି। ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
ବ୍ୟବସ୍ଥା କରାଇବା ଆଦି ବିଭିନ୍ନ କାର୍ଯ୍ୟ ହୋଇଥାଏ । ଗ୍ରାମ ସ୍ତରରେ ବିକାଶମୂଳକ ଯୋଜନାକୁ ସରଳ ଓ ଫଳପ୍ରଦ ପରିଚାଳନା କରିବା ଗାଁ କଲ୍ୟାଣ ସମିତିର ମୁଖ୍ୟ ଉଦ୍ଦେଶ୍ୟ। ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ପାଇଁ ଅଙ୍ଗନୱାଡି କର୍ମଚାରୀଙ୍କୁ ସିଧାସଳଖ ୱାର୍ଡମେମ୍ବର ସହ ଜଏଣ୍ଟ ଆକାଉଣ୍ଟକୁ ଟଙ୍କା ଆସିଥାଏ।