District

ଦ୍ଵିତୀୟ ଦିନରେ ପହଞ୍ଚାଇ ଲ। ଆଶ।କର୍ମୀଙ୍କ ଅନଶନ

ଦ୍ବିତୀୟ ଦିନରେ ପହଞ୍ଚିଲା ଆଶା କର୍ମୀଙ୍କ ଅନଶନ, ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା ଠପ

ନବରଙ୍ଗପୁର,୧୭/୧୦: ଗ୍ରାମଞ୍ଚଳ ରେ ସ୍ବାସ୍ଥ୍ୟ ସେନା ର ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ଆଶା କର୍ମୀ ମାନେ ନବରଙ୍ଗପୁର ଜିଲ୍ଲା ତିନି ଦିନ ହେବ ଆଶା ମାନେ ବିଭିନ୍ନ ଦାବି ନେଇ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ତ ସେପଟେ ଗ୍ରାମଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଠପ ହୋଇ ଯାଇଥିବା ବେଳେ ପ୍ରଶାସନ ନିରଦ ଦୃଷ୍ଠା ସାଜିଛି । ଅନଶନ ତୃତୀୟ ଦିନରେ ନନ୍ଦାହାଣ୍ଡି ବ୍ଲକ ର ଆଶା ମାନେ ଆସି ଧାରଣା ଦେଇଥିଲେ । ଆଠ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି । ଏହିପରି ଦିନ‌କୁ ଗୋଟିଏ ବ୍ଲକର ଆଶାକର୍ମୀ ମାନେ ଆସି ଧାରଣା ନେଉଛନ୍ତି ଓ ସକାଳ ୧୦:୦୦ ଘଣ୍ଟା ଠାରୁ ୪:୦୦ ପର୍ଯ୍ୟନ୍ତ ଆନକୁ ଦୁନ୍ଦ ଦିନ ହେବ ଏହି ଧାରଣା ଜାରି ରହିଛି । କାଲିଛି ନବରଙ୍ଗପୁର

୨୦୨୫ରିଖ, ଶୁକ୍ରବାର କୋଡ ଗୁପୂଜା କୂଳତା ୧୮-୧୦ – ୨୦୨୫ରିଖ, ନିବାର ଜାଦୁଗାଁ ସୁନତା ୧୯ -୧୦ – ୨୦୨୫ରିଖ ରହିହାସ ଝରିଗାଁ ବ୍ଳକ ‌ ୨୦-୧୦ – ୨୦୨୫ha ସମେବାର ଉମରକୋଟ ବୃନ୍‌ତା 98-ea – ୨୦୨୫ଡିଶା ମଙ୍ଗଳଦାର ନନ୍ଦାହାଣ୍ଡି କୂଳନା ରାଜଘର । ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ନିମ୍ବା ରାଜ୍ୟ ସରକାରଙ୍କ ଜଳଫକୁ ଦ୍ବାନ୍ତର ସାଗରିକା ପୂଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । ସେହି ଡ଼ାକ୍ତର ଙ୍କୁ ନିଲମ୍ବନ କରି ଦୂରନ୍ତ ଗିରଫ କରାଯାନ ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୂବ୍ୟବହାର କରାଯାଉଛି ତାହା ସହ କରାଯାଏ । ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ

ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟ ରେ ଦିଆଯାଏ । । ଏହିପରି ଧାରଣା ଜାରି ରହିତ ବୋଲି ସଂଘ ସୂଚନା ଦେଇଛି । ଏଥିରେ ଭାରତୀୟ ମଜଦୂର ସଂଘ ଉପଦେଷ୍ଟା ପରମେଶ୍ଵର ବିଶେଯା, ସଭାପତି ତାଙ୍କ ବିହରା

କବିତା ସ୍ବାଇଁ, ସମ୍ପାଦିକା ଗୀତାଞ୍ଜଳି ହରିଜନ ହେନ୍ତୁଳୀଖୁଣ୍ଟି ବ୍ଳକ ସଭାନେତ୍ରୀ ବିଭାସିନୀ ହରିଜନ ସମ୍ପାଦିକା ମାନସୀ କରିଜନ ପରିଚାଳନା କରିଥିଲେ ଲା ସମସ୍ତ ଜୁନ ର ସଭାନେତ୍ରୀ ସମ୍ପାଦିକା ମାନେ ମଧ୍ୟ ଉପସ୍ଥିତ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button