District

ଝିଅ କୁ ରାସ୍ତା ରେ ଫିଙ୍ଗି ଦେଇ ପ୍ରେମିକ ସହ ଫେରାର ହୋଇ ଗଲ। ମ।

ଝିଅକୁ ରାସ୍ତାରେ ଫିଙ୍ଗି ପ୍ରେମିକ ସହ ଫେରାର ହେଇଗଲା ମା

ଚନ୍ଦାହାଣ୍ଡି, ୧୫/୧୦ ଦୁଇଟି ଛୁଆର ବାପାର ପ୍ରେମରେ ପଡି ଜଣେ ମା ତାର ବର୍ଷକର ଶିଶୁ କନ୍ୟାକୁ ରାସ୍ତାରେ ଫିଙ୍ଗି ଦେଇ ପ୍ରେମିକ ସହିତ ଫେରାର ହୋଇ ଯାଇଥୁବା ଭଳି ରୋଚକ ଘଟଣା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ମୋତିଗାଁ ଠାରେ ଦେଖୁବାକୁ ମିଲିଛି। ମୋତିଗାଁର ଦୁଇ ସନ୍ନ।ନ ର ଜନନୀ ଲୁଦ୍ରିକା ଟୋଲ୍ଟିଆ ସେହି ଗ୍ରାମ ଦୁଇ ସନ୍ନ।ନର ବାପା ପରମେଶ୍ବର ଜଗତ ସହିତ ଦୀର୍ଘ ଦିନ ହେବ ପରକିୟା ପ୍ରେମରେ ଲିପ୍ତ ଥୂଲ। ଘଟଣା ପ୍ରଘଟ ହେବାରୁ ଉଭୟ ପ୍ରେମି ଯୁଗଳ ଫେରାର ହୋଇ ଯାଇଥିଲେ।ପୋଲିସ ଘଟଣା ସୁଳରେ ପହଞ୍ଚି ସ୍ବାମୀର ପରିବାର ବର୍ଗଙ୍କୁ ଶିଶୁ କନ୍ୟା ଟିକୁ ହସ୍ତାନ୍ତର କରିବାକୁ ଉଦ୍ୟମ କରିଥିଲେ।ତେବେ ସେମାନେ ଶିଶୁଟିକୁ ନେବାକୁ ମନା କରିଦେଇଥିବାରୁ ତାର ଅଜା ଆଇଙ୍କୁ ହସ୍ତାନୁର କରିଥିବା ଜଣା ପଡ଼ିଛି। ପରମେଶ୍ବରର ସ୍ତ୍ରୀ ଅନିତା ବେଶ୍ରା ଥାନାରେ ଏତେଲା ଦେବା ପରେ ଉଭୟ ପ୍ରେମୀ ଯୁଗଳଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button