ଗୋଟିଏ ସ୍ଥାନରେ କ।ମ ହେଇ ଛି, ଅନ୍ୟ ଜ।ଗ।ରେ
ଗୋଟିଏ ସ୍ଥାନର କାମ ହେଉଛି ଅନ୍ୟଜାଗାରେ
ଗ୍ରାମଦାସୀଙ୍କ ବିରୋଧ
ମୈଦଲପୁର,୧୫:୧୦: ପଞ୍ଚାୟତର ଗୋଟିଏ କାମକୁ ଅନ୍ୟ ଜାଗାରେ କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କରିଛନ୍ତି ପାପଡାହାଣ୍ଡି ବୁକ ମୈଦଳପୁର ପଞ୍ଚାୟତ ନୀକାର୍ତ୍ତିଗୁଡା
ଗାମକସୀ । ଅନ୍ୟପକ୍ଷେ ଦଳ କର୍ମଚାରୀ ଓ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ସରପଞ୍ଚ, ଗ୍ରାମବାସୀଙ୍କ ବିରୋଧ
ବିରାଗୀୟ ଯନ୍ତ୍ରୀଙ୍କ ଏଭଳି ମନମୁଖୀ କାମକୁ ସରପଞ୍ଚ ଚନ୍ଦ୍ରଧ୍ବକ ମାଝୀ ନାପସନ୍ଦ କରିବା ସହ ଏହାର ରଜସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ, ୨୦୨୪-୨୫ରେ ପଞ୍ଚାୟତର ନୀଳାଦ୍ରିଗୁଡ଼ା ଠାରେ ଏକ ସଂକ୍ରିଟ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ହୋଇଥିଲା । ଏହା ୱାର୍ଡମେମ୍ବର
ଲକ୍ଷ୍ମୀ ମନ୍ତ୍ରୀଙ୍କ ଘର ନିରଟ ହେବା କଥା। ରାସ୍ତା ତିଆରି ପାଇଁ ମେଟାଲ, ବାଲି ଓ ଚିହ୍ନ ମଧ୍ୟ ପଳଯାଇଥିଲା। ରାତି ଅଧିଆ ନିର୍ମାଣ ସାମଗ୍ରୀକୁ ହେବା ସ୍ଥାନରୁ ଉଠାଇନେଇ ୫୦୦ ମିଟର ଦୂର ବଙ୍ଗଳାଗୁଡାରେ ରାସ୍ତା ତିଆରି ହୋଇଛି। ଏହାର ଟିଲ ମଧ୍ୟ ଉଠିସାରିଥିବା ଗାଁର ରାମଚନ୍ଦ୍ର ମାଝୀ, ଡାଳିମ୍ବ ମାଝୀ, ଲକ୍ଷ୍ମଣ ମାଝୀ, ତମଣୀ ମାଝୀ, ଜଗବନ୍ଧୁ ମାଝୀ,
ମହେଶ୍ଵର ବାଗ, ଭୁବନେ ବାର, ବାସୁମତୀ ମାଝୀ, ସଦା ମାଝୀ ପ୍ରମୁଖ କହିଛନ୍ତି । ଭାଗା ନିକଟରେ କୌଣସି ସୂଚନାଫଳକ ମଧ୍ୟ ନାହିଁ I ତଦାରଖ ପାଇଁ ତେଇ ମଧ୍ୟ ଆସୁ ନଥିଲେ । ବିନା ସୂଚନାଫଳକ ଥିବା ଫାଇଲର ଟିଲରେ କିପରି ହେଇ ହସ୍ତଖତ କଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏଥିପାଇଁ କନିଷ୍ଠଯନ୍ତ୍ରୀ ଉତ୍ସବର ପାଇକ, ଏଇ
ଦିବ୍ୟରଞ୍ଜନ ମେହେରଙ୍କ ଭୂମିକା ଉପରେ ଗ୍ରାମବାସୀ ସଦେହ ପ୍ରକାଶ କରିଛନ୍ତି।
ଏସମ୍ପର୍କରେ କେଇ ଶ୍ରୀ ପାଇକଙ୍କୁ ପଚାରିବାରେ ଏହା ତାଙ୍କ ଜାଣତରେ ହୋଇଛି। ସାହିରେ ୨ଟି ୱାର୍ଜ ମେମ୍ବର ଉତ୍ଥିବାରୁ ଜଣଙ୍କ ଘର ନିକଟରେ କାମ ହୋଇଛି ବୋଲି କହିଛନ୍ତି। ଅନ୍ୟପକ୍ଷେ ସରପଞ୍ଚ ଶ୍ରୀ ମାଝୀ ବ୍ଲକ କର୍ମଚାରୀଙ୍କ ଏଭଳି କମକୁ ନିନ୍ଦା କରିବା ଏହାର ତଦନ୍ତ ପାଇଁ ଚାହିଁ କରିଛନ୍ତି । ନିଜ ଖୁର୍ଥ ପାଇଁ ଗୋଟିଏ ଜାଗାରେ ହେବାକୁ ଥିବା କାମକୁ ଅନ୍ୟ ଜାଗାରେ ରାଜାରାତି କରାଯାଉଛି। ଚଳିତବର୍ଷର ଫାଇଜରେ ପୂର୍ବଳନ ୱାର୍ଡ ମେମାନଙ୍କ ଘର ନିକଟରେ କିପରି ରଷା ହୋଇଛି ରଜଗରୀୟ ତଦକ୍ଷ ଆବଶ୍ୟକ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରଣ ଏହି କାମର ତଦନ୍ତକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।