ବିପଦରେ କୋଲାବ ବ୍ରିଜ୍,ସୁରକ୍ଷିତ ରଖାଯାଉ
ବିପଦରେ କୋଲାବ ବ୍ରିଜ୍, ସୁରକ୍ଷିତ ରଖାଯାଉ
ଜୟପୁର,୧୬/୧୦; ଡଙ୍ଗର ପଞ୍ଚାଗତ ପାତ୍ରପୁଟ ନିକଟରେ ଥିବା ବ୍ରିଟି ଅମଳର କୋଲାବ ଡ୍ରିକ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏହା ଏବେ ଦିପଳପୂର୍ଣ ଅବସ୍ଥାରେ। ଏହାକୁ ସୁଗନ୍ଧିତ ରଖାଯାଉ । ଏହା ନିକଟରେ ବିକଳ୍ପ ଭାବେ ଅନ୍ୟ ଏକ ନୂଆ ଟ୍ରକ୍ ନିର୍ମାଣ କରାଯାଉ । ଏଭଳି ଦାବି କରିଛି ବ୍ରିକ୍ ସୁରକ୍ଷା ମଞ୍ଚ। ଉପଜିଲ୍ଲାପାଳ ଏ. ଶ୍ୟରେଜୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରି ସ୍ମାରକପତ୍ର ଦେଇଛି । ୭ ଦିନ ମଧ୍ୟରେ କୌଣସି ବ୍ୟବସ୍ଥା କରାନଗଲେ ମଞ୍ଚ ପକ୍ଷରୁ ଆନ୍ଦୋଳନ କରଯିବ
୭ ଦିନ ଭିତରେ ପଦକ୍ଷେପ ନନେଲେ ଆନ୍ଦୋଳନ ଧମକ
ସୁରକ୍ଷସଦସ୍ୟ କହିଛନ୍ତି, ପାତ୍ରପୁଟ ନିକଟ କୋଲାବ ନଦୀରେ ୧୯୯୩ରେ ବ୍ରିଟିଶ ସରକାର ପକ୍ଷରୁ ଲୁହା ନିଜ କରାଯାଇଥିଲା । ଟ୍ରିକ୍ ନିର୍ମାଣ ହୋଇ ଏ ଭିତରେ ୯୪ ବର୍ଷ ବିନିଯାଇଛି । ଏହି ପୋଲ ଦେଇ ଅନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମାଲକାନଗିରି ଜିଲ୍ଲାକୁ ପ୍ରତିଦିନ ଏହଶହ ରାସାଯାନ ଯିବାଆସିବା କରୁଛି । ପ୍ରସିକ ଶୌଜପାଠ ଗୁପ୍ତେଶ୍ବର ସହ କୁସୁମା ଜଳପ୍ରପାତ, ମାଛକୁଣ୍ଡ
ଜଳବିଦ୍ୟୁତ ପ୍ରକଳ୍ପ ବୁଲିବାକୁ ପର୍ଯ୍ୟଟକ ଏହି ବ୍ରିଜ୍ ଦେଇ ଯିବାଆସିବା କରୁଛନ୍ତି। ଏହାର ନିର୍ମାଣ ମୌକା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। କେରାପୁଟ ଜିଲ୍ଲାର ଏହା ଏକ ପ୍ରସିଦ୍ଧ ପର୍ଯ୍ୟନ୍ୟାସ୍ତକ କାରେ ପରିଚିତ । ଅଥଳ ଏହାର ରକ୍ଷଣାବେକ୍ଷଣ ଦିଗରେ କୌଣସି ପଦକ୍ଷେପ ନିଆଯାଉଥିବାକୁ ଏହା ନଷ୍ଟ ହୋଇଗଲାଣି। କର କେତେକ ସ୍ଥାନରୁ ଗୃହା ଚୋରି ହୋଇଗଲାଣି । ହିଁକ୍ ଉପର ଭାଗରେ ଗ।ତ
ହୋଇଗଲାଣି । କେତେବେଳେ ଯେ ଅଘଟଣ ଘଟିବ, କହିବା ମୁସ୍କିଲ । ହେଇ ଧନଜୀବନ ହାନି ହେବାର ଆଶଙ୍କା ରହିଛି। ନିଳ ନିକଟରେ ନୂଆ ହିଜ୍ ନିର୍ମାଣ ଲାଗି ଯୋଳନା କରଯାଇଥିଲା । କାମ ଆରମ୍ଭ ହୋଇଥିଲା । କୌଣସି କାରଣରୁ କାମ ବନ୍ଦ କରି ଠିକାଦାର କାମ ଛାଡି ଚାଲିଯାଇଛନ୍ତି । ତା ପରଠୁ ଜାତୀୟରାଜପଥ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରଯାଇନି । ଟୁଜର ସୁରକ୍ଷା ଓ ନୂଆରେ ଟ୍ରିଜ ନିର୍ମାଣ ଲାଗି ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲା। ଲିକ୍ ନିକଟରେ ଆନ୍ଦୋଳନ କରାଯାଇଥିଲା । ଏହାପରେ ନି ଆଜିସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଆସନ୍ତା ୭ଟିନ ମଧ୍ୟରେ ନିଜର ସୁରକ୍ଷ ଓ ନୂଆ ବ୍ରିଜ ନିର୍ମାଣ ଦିଗରେ ପଦକ୍ଷେପ ନିଆନଗଲେ ମଞ୍ଚ ରାଜରାସ୍ତାକୁ ଓଲ୍ହାଇବ । ଉପଜିଲ୍ଲାପାଳ ଏ. ଶଶ୍ୟରେବୀଙ୍କୁ ସ୍ମାରକପତ୍ର ପ୍ରଜାନ ସମୟରେ ମଞ୍ଚର ବାପି ଚାଶ, ସନ୍ତୋଷ ପଟ୍ଟନାୟକ, ଜିତେନ୍ଦ୍ର ନାୟକ, ଜଗନ୍ନାଥ ଭାରତ, କୃଷ୍ଣକେଶବ ଷଡଙ୍ଗୀ, ରାମନାଥ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।