District

ହାଇବ୍ରିଡ ଧ।ନ ବୀହନ କିଣି ଫସିଲେ ଚ।ଷୀ

ହାଇବ୍ରିଡ଼ ଧାନ ବିହନ କିଣି ଫସିଲେ ଚାଷୀ

ନବରଙ୍ଗପୁର,୧୫/୧୦: ନାମୀ ଦାମୀ କମ୍ପାନୀ ଧାନ ବିହନ ଚାଷ କରି ଫସିଲେ ଚାଷୀ, ଭଲ ତଳି ହେଲା ପାଣି ସାର ଖାଇ ଛନଛନ ହୋଇ ଗଛ ବଢିଲା କିନ୍ତୁ ଯେତେବେଳେ ଧାନ ଫଳିଲା ସବୁ ଅଗାଡି, ଏହି ଅଗାଡି ଦେଖୁ ଚାଷୀ ଏବେ ଚିନ୍ତାରେ କରିବ କଣ ଧର ଉଧାର କରି ଚାଷ କରିଥୁଲା କେମିତି ଋଣ ସୁଝିବ ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛରି କ୍ଷତି

ପୂରଣ ଦାବିରେ । ଏମିତି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରା ଗ୍ରାମରେ, ଧାନ୍ୟା କମ୍ପାନୀ ର ୮୩୩୬ କିସମର ହାଇବ୍ରିଡ଼ ଧାନ ବିହନ ନେଇ ଜମିରେ ଲଗାଇଥିଲେ ଭଲ ଗଛ ହେଲା କିନ୍ତୁ ଧାନ ଫଳିଲା ବେଳକୁ ସବୁ ଆଗାଡି ଏମିତି ୬୦, ୭୦ ଏକର ଜମିର ୨୦ ରୁ ୨୫ ଜଣ ଚାଷୀ ଙ୍କ ଧାନ ଚାଷ ନଷ୍ଟ ହୋଇଛି, ଏଣୁ ଜିଲ୍ଲାପାଳ ଓ ଜିଲ୍ଲା କୃଷି

ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇ ବିହନ ଯୋଗାଇଥିବା କମ୍ପାନୀ କୁ କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି । ଏହି ସମ୍ପର୍କ ରେ ଜିଲ୍ଲା କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା ପ୍ରକାଶ କରିଛନ୍ତି ଏହା ଏକ ସିଡ ବର୍ଣ ରୋଗ ବିହନ ବିଶୋଧନ ଠିକ ରେ ହୋଇ ନଥୁଲେ ଏହି ନେକ ବ୍ଲାଷ୍ଟ ରୋଗ ବ୍ୟାପେ ସେହି କମ୍ପାନୀ କର୍ମଚାରୀ ଙ୍କୁ ନିର୍ଦେଶ ଦେବି ସେହିମାନେ ଚାଷୀ ଙ୍କୁ ଭେଟି ଧାନ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button