District
କଲର।ପତ। ରିଆ ବ।ଘର ଶବ ଉଦ୍ଧାର
କଳର।ପତାରିଆ ବାଘର ଶବ ଉଦ୍ଧାର
ରାଇଘର, ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ରାଇଘର ବନାଞ୍ଚଳର ସୀମାନ୍ତରେ ଥିବା ସେମରଡ଼ିହି ଗ୍ରାମରେ ମିଳିଛି ଏକ କାଳରପତାରିଆ ବାଘର ଶବ । ନବରଙ୍ଗପୁର ଜିଲ୍ଲାରେ ବାଘ ଗଣତି ସମୟରେ ସଂଖ୍ୟା ଶୂନ ହୋଇଥିବା ବେଳେ ମକ ବାଡ଼ ଭିତରେ ମୃତ ବାଘର ଶବ୍ଦ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଅଂଚଳ ଛତିଶଗଡ଼ର ସୀତାନଦୀ ବ୍ରାପ୍ୟ ଅଭୟରଣ୍ୟ ସୀମାକୁ ଲାଗି ରହିଛି ଏଣୁ ଗତକାଲି ରାତିରେ ବାଘଟି ମାରିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି। ନବରଙ୍ଗପୁର ବନ ବିଭାଗ ପକ୍ଷରୁ ବାଘ ର ଶବ ଜବତ କରିଛନ୍ତି। ନିକଟସ୍ଥ ସୀତାନଦୀ ବ୍ୟାର୍ଘ୍ୟ ଅଭୟରଣ୍ୟ ରୁ ଆସିଥିବା ଅନୁମାନ କରାଯାଇଛି। ବର୍ତ୍ତମାନ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବ ଜବତ କରାଯାଇଛି। ଅନ୍ୟ ପକ୍ଷରେ ଛତିଶଗଡ଼ ବନ ବିଭାଗକୁ ବାଘ
ପହଂଚି ଅଧୂକ ତଦନ୍ତ କରୁଛନ୍ତି ବନ ବିଭାଗ ପକ୍ଷରୁ
ମୃତ୍ୟ ସମ୍ପର୍କରେ ଜଣାଇ ଦିଆଯାଇଛି।