ନବରଙ୍ଗପୁର ଶ୍ରୀ ବିଧାୟକ ଗୌରୀଶଙ୍କର ମ।ଝୀ ଙ୍କ ବିଭିନ୍ନ ଅଞ୍ଚଳଗ୍ରସ୍ତ.
ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀଙ୍କ ବିଭିନ୍ନ ଅଞ୍ଚଳ ଗ୍ରସ୍ତ
ନବରଙ୍ଗପୁର ୮-୯-୨୫ ବିଧାୟକ ନବରଙ୍ଗପୁର, ନିଜ ର୍ନିବାଚନ ମଣ୍ଡଳୀ ରେ ମାରାଥନ ଗସ୍ତ କରି ନବରଙ୍ଗପୁର ବ୍ଲକ ର ଭଦ୍ରା, କୁଗଲୁଗୁଡା, ସିଉନି, ସିରଶୀ, ବୁରୁବୁସି, ବେତାଳ, ବାର ମାସୀ, ଜନ୍ମି ରଷା, କୁସମିଗୁଡାର, ତଳସାହି, ମଝିଆ ସାହି, ଉପର ସାହିରେ, ଦଶାହକାର୍ଯ୍ୟ, ପଡେଇ ଗୁଡା ଦୁକଲା ହାଣ୍ଡି ( କୋଷା ଗୁମୁଡା ବ୍ଲକ) ଯାଗନୀ ଗୁଡାର ୨ଟା ତଳସାହି ଓ ଉପରସାହି ଭାଟା ଗୁଜାର ତଳସାହି, ଉପରସାହି ପଣ୍ଡୁ ଗୁଡା, ୩ଟା ନେଙ୍ଗାନାର, କୋଷାଗୁମୁଜା ର ବଡ ଆମ୍ବଡ଼ା ରେ ଦଶହରା,ରେ ଯୋଗ ଦେଇ ମାଁ ଦୂର୍ଗା ଓ ମାଁ ଗଜଲକ୍ଷ୍ମୀ ଙ୍କ ଆର୍ଶିବାଦ ଲାଭ,ମୃତକଙ୍କ ପରିବାର ଜନଙ୍କୁ ସମବେଦନା ଜଣାଇବା ସହ
ଲୋକଙ୍କ ବିଭିନ୍ନ ସମସ୍ୟା ବୁଝି ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଫୋନ୍ ମାଧ୍ଯମରେ ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେଛଏହି ଗସ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରମେଶ ଭଦ୍ରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରତ୍ନାକର ମାଳି, ହରିହର କୁମ୍ବାର, ପ୍ରହଲ୍ଲାଦ ମାଳି, ଭୀମ ସମରତ, ଜଗନ୍ନାଥ ମାଳି,ବିଗନେଶ ମାଳି, ପବରାମ ମାଳି, କୋମଲୋଚନ ରାହୁତ, ମେଲୋଚ ଲାଇ,ମଙ୍କୁ ଭାଇ, ଦୟାସିନ୍ଧୁ ଭାଇ ଉପସ୍ଥିତ ଥିଲେ ।