District
ଇନ୍ଦିରା ବତୀ ଜଳଭଣ୍ଡାର ଟଳମଳ
ଇନ୍ଦ୍ରାବତୀ ଜଳଭଣ୍ଡାର ଟଳମଳ
ନବରଙ୍ଗପୁର, ତା ୫/୧୦ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୭୬୩ ମିମି ବର୍ଷା ରେକର୍ଡ କରାଯାଇଛି ଲଗାଣ ବର୍ଷା ଯୋଗୁଁ ଖାତିଗୁଡାସ୍ଥିତ ସକାଳ ୮ଟା ସୁଦ୍ଧା ଜଳ ଜଳଭଣ୍ଡାର ଜଳସ୍ତର ୬୪୦. 3 ୪୦.୬୭୦ ମିଟ ମିଟରରେ ପହଞ୍ଚୁଛି। ଜଳଭ ନଭଣ୍ଡାର ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଉପରମୁଣ୍ଡରେ ତ ଭାବରେ ଯୋଗୁ ଜଳସ୍ତର କ୍ରମାଗତ ପ୍ରବଳ ବର୍ଷା ଯେ ଅକ୍ଟୋବର ୪ ତା ବଢ଼ିବାରେ ଲାଗିଛି। ଗତବର୍ଷ ତାରିଖରେ ଜଳଭଣ୍ଡାର ଜଳସ୍ତର ୬୩୭.୦୪୦ ) ମିଟର ଅର୍ଥାତ ୬୩ ପ୍ରତିଶତ ବାବେଳେ ଚଳିତ ବର୍ଷ ୮୮.୪ ପ୍ରତିଶତରେ ପହଞ୍ଚୁଛି । ଜଳଭଣ୍ଡାରର ଗେଟ ଖୋଲାଯିବାର ସମ୍ଭାବନା ଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମାଇକ ଯୋଗେ ସଚେତନ ରହିବା ପାଇଁ ସତର୍କ କରାଉଛନ୍ତି।
ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଡ୍ୟାମ କର୍ତ୍ତୃପକ୍ଷ ଲୋକଙ୍କୁ ସତକ କରାଇଲେ