District

ଜଗତଜନନୀ ମନ୍ଦିର ରେ ପଞ୍ଚ ଉପଚ।ର

ଜଗତଜନନୀ ମନ୍ଦିରରେ ପଞ୍ଚ ଉପଚାର

ଜୟପୁର,୨୮/୯ : ସ୍ଥାନୀୟ ଜଗତଜନନୀ ମନ୍ଦିରରେ ଚାଲିଛି ନବରାତ୍ର । ଅଷ୍ଟମୀ ତିଥି ପର୍ଯ୍ୟନ୍ତ ହୋମଯଜ୍ଞ ହେବ। ନବମୀରେ ଶାଧି ହୋମ, କୁକ୍ରମ

ବାହାରେ ପଡ଼ୁଛି ବୋଦା ବଳି, ଭିତରେ ବାରଣ

ଲାଗି ହେଉଛି ଖେଚୁଡ଼ି, ପିଠା, ମିଠା ଭୋଗ

ପୂଜା ଏବଂ ଦଶହରା ଦିନ ଅପରାଜିତା ପୂଜା ସହ ପୂର୍ଣାହୁତି ଦିଆଯିବ । ପୂଜକ ଭାବେ ଖାଡ଼ଙ୍ଗା ପରିବର ମନ୍ଦିରରେ ପୂଜାର୍ଜନ କରୁଛନ୍ତି । ନବରାତ୍ରରେ ପ୍ରତିଦିନ ହୋମଯଜ୍ଞ ଏବଂ ଚଣ୍ଡାପିଠ କରାଯାଉଛି । ପ୍ରତିଦିନ ସଂଧ୍ୟରେ ଭକ୍ତକ ପ୍ରବଳ ସମାସମ ହେଉଛି । ନବରାତ୍ର ଲାଗି ମନ୍ଦିରକୁ ଆଲୋଚମଳରେ ସଜ୍ଜିତ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପରିଚଳିତ ହେଉଛି।

ଆସାମର ଦେବୀ କାମାକ୍ଷୀଙ୍କ ପୂକାର୍ଜନା

ମୂଳାଷ୍ଟମୀରୁ ଷୋଡ଼ଶ ଉପଚାର ହେଉଥିବେ ବେଳେ ମା’ ଜଗତଜନନୀଙ୍କ ନିକଟରେ ପ୍ରତିପଦାରୁ ପଞ୍ଚ ଉପଚାର ଓ ହୋମଯଜ୍ଞ କରା‌ଯାଉଛି। ଅନ୍ୟ ଦେବୀ ପୀଠରେ ଆମିଷ ଭୋଗ ଲାଗି ହେଉଥିବା ବେଳେ ଏଠାରେ କେବଳ ଖେଚୁଡି, ଖିରୀ, ଶଗ, ଆମ୍ବିଳ, ତରକାରୀ, କାକରା ଓ ମିଠା ଭୋଗ ଲାଗି କରାଯାଉଛି। ମାନସିକଧରାମାନେ ମନ୍ଦିର ବାହାରେ ବୋଦା ଓ କୁକୁଡା ବଳି ଦେଇଛନ୍ତି। ଅଥଳ ଏହାକୁ ମନ୍ଦିର ଭିତରେ ମା’ଙ୍କ ନିକଟରେ ଅର୍ପଣ କରିବାକୁ ବାରଣ ରହିଛି।

ୱରୂପ ଏଠାରେ ତାଙ୍କ ଯନ୍ତ୍ର ସ୍ଥାପନ କରାଯାଇଛି। ଜୟଦୁର୍ଗାଙ୍କ ମୂର୍ତ୍ତିକୁ ଦେବୀ ଜଗତଜନନା ଭାବେ ପୂଜାର୍ଜନା କରାଯାଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟତମ ପୁରାତନ ଦେବାପାଠ ହେଉଛି ଏହି ଜଗତଜନନୀ ମନ୍ଦିର । ଅନ୍ୟ ମନ୍ଦିରରେ

ରକାରାଳୁଡ଼ା ସମୟରେ ଦୀର୍ଘବର୍ଷ ଧରି ମା’ ଜଗତଜନନାଙ୍କୁ ଏକ ଛୋଟ ଗୃହରେ ପୂଜାର୍ଚ୍ଚନା କରାଯାଇଥିଲା। ୧୯୪୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ବଡ଼ଝିଅ ପାଟ୍ଟମଣି ସୁବର୍ଷରେଖା ଦେଓ ଟିଣଛପର ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପରିଚାଳନା ଲାଗି ଟ୍ରଷ୍ଟ ପ୍ରତିଷ୍ଠା ପରେ ୨୦୧୮ ମସିହାରେ ନୂଆ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୩ରେ ଏହି କାମ ଶେଷ ହୋଇଥିଲା

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button