ଶେଷ ପର୍ଯ୍ଯାୟ ରେ ପ।ର।ବେଡ। ଦୁଗ।ପୂଜ। କମିଟିର ପ୍ରସ୍ତୁତି
ଶେଷ ପର୍ଯ୍ୟାୟରେ ପାରାବେଡ଼ା ଦୁର୍ଗାପୂଜା କମିଟିର ପ୍ରସ୍ତୁତି
ମନମୋହିବ କେଦାରନାଥ ମନ୍ଦିର ସଦୃଶ ତୋରଣ
ଜୟପୁର,୨୬/୯: ପ୍ରଥମଥର ପାଇଁ ପାରାବେଡ଼ା ଅଞ୍ଚଳରେ ଅନୁଷ୍ଠିତ ହେବ ଦୁର୍ଗାପୂଜା ପାରାବେତା ପୂଜା କମିଟି ପକ୍ଷରୁ ସତ୍ୟ ଅଧିକାରୀ ଛକ ନିକଟରେ ନିର୍ମାଣ କରାଯାଇଥିବା ନେଦାରନାଥ ସଦୃଶ ତୋରଣ ମହରଦାସୀଙ୍କ ମନମୋହିବ ଆଶା କରାଯାଇଛି। ୨୮ତାରିଖ ସପ୍ତମୀରୁ ମଣ୍ଡପରେ ପୂଜା ପାଇବେ ନୃତ୍ୟ, ସମ୍ବଲପୁର କଳାକାରଙ୍କ ନୃତ୍ୟ ସଙ୍ଗୀତ ପରିବେଷଣ ଆବର୍ଷଣ କେନ୍ଦ୍ରକୁ ମାଜିବା ରଙ୍ଗୀନ ଆଲୋକମାନାରେ ସହିତ ଜରି ଏହାକୁ ସହରର ଏକ ପ୍ରମୁଖ ପୂଜାମଣ୍ଡପରେ ପରିଣତ କରିବାକୁ ଦିନରାତି ପରିଶ୍ରମ କରୁଛନ୍ତି ପୂଜା କମିଟି କର୍ମକର୍ଷା ।
ଦୂର୍ଗାପୂଜା ମଣ୍ଡପ ପାଇଁ ମଙ୍ଗୀତ ମହାବିଦ୍ୟାଳୟ ପରିମରର ନାଜା ଚିହ୍ନଟ କରାଯାଇଥିଲା କଟକରୁ ଆସିଥିବା
କାରିଗରମାନଙ୍କ ଦ୍ବାରା ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଏବଂ ତୋରଣ ନିର୍ମାଣ କର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ସତ୍ୟ ଅଧିକାରୀ
ଛକ ନିକଟରେ କେବାଜନାଥ ମନ୍ଦିର ସଦୃଶ ତୋରଣ ସହ ଅନ୍ୟ ଏକ ଭାରଟରେ ତୋରଣ ଇଗାଯିବ ସମସ୍ତ ଆୟୋଜନ ପାଇଁ ଲକ୍ଷାଧିକ
ନଟ ପ୍ରସ୍ତୁତ କରାଯାଇଥିବା ବେଳେ ୨୮ତାରିଖ ମଧ୍ୟରେ ବିଚରଣ, ଅଧିକାମ, ଜଳଯାତ୍ରାପରେ ପୂଜାପାଠ ଅଲମ୍ ୨୯ତାରିଖ ସକାଳେ ନୀତିଳତି ପରେ ସଜ୍ଜନ୍ତି ମା’ ଦର୍ଶନ ଦେବେ ସେହିଦିନ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିରେ ଦୁର୍ଗତ ପ୍ରପୁର ନରଳା ପୁଅ ମହାପ୍ରସାଦ କରେ ଓ ସାଥୀଙ୍କ ଜନନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି ୩୦ତାରିଖରେ ଅଷ୍ଟମୀ ପୂଜା ସହ ସନ୍ଧ୍ୟାରେ ସମ୍ବଲପୁର ଓ ବଲାଙ୍ଗିର କଳାକାରଙ୍କ ଅକ୍ରେଷ୍ଟ୍ରା ରହିଛି ଅକ୍ଟୋବର ୧ତାରିଖରେ ନବମୀ ପୂଜା ସହ ସନ୍ଧ୍ୟାରେ ସ୍ଥାନୀୟ ମନ୍ଦିକାଙ୍କ ଦ୍ବାରା ରଣ୍ଡିଆ ନୃତ୍ୟ ପରିବେଷଣ କରାଯିବ ୨ତାରିଖରେ ଦଶ ଓ ଅପରାଜିତା ପୂଜା ଦେବ। ୩ ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ରହିଛି। ପୂଜାପାଠ ପାଇଁ ଗଞ୍ଜାମନ ପୁରୋହିତ ଆମିଳେ ବୋଲି ନମିଟି ଯକ୍ଷରୁ ସୂଚନା ଦିଆଯାଇଛି।