District
୫ହଜ।ର ମେଡିକାଲ ସିଟ୍ ବିଡିଲ।
ଭୂବନେଶ୍ବର, ୨୬/୯
୫ ହଜାର ମେଡିକାଲ ସିଟ୍ ବଢ଼ିଲା
ଦେଶରେ ସରକାରୀ ମେଡିକାଲ କଲେଜରେ ବଢ଼ିଲା ୫ ହଜାର ମେଡିକାଲ ସିଟ୍
କେନ୍ଦ୍ର କ୍ୟାବିନେଟ୍ରେ ମେଡିକାଲ ଶିକ୍ଷା କ୍ଷମତା ବୃଦ୍ଧିକୁ ମଞ୍ଜୁରୀ
ଦେଶରେ ପୋଷ୍ଟଗ୍ରାଜୁଏଟ୍ ଓ ଅଣ୍ଡରଗ୍ରାଜୁଏଟ୍ ମେଡିକାଲ୍ ଶିକ୍ଷାର ବ୍ୟାପକ ବିସ୍ତାର ପାଇଁ ଅନୁମୋଦନ
୫ ହଜାର ୨୩ ଏମବିବିଏସ ସିଟ୍ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ
ସିଟ୍ ବୃଦ୍ଧିକୁ ମଧ୍ଯ କ୍ୟାବିନେଟ୍ ଅନୁମୋଦନ