ଅଧ।ରେ ରହିଯିବ ଜୟପୁର ବ।ଇପ।ସ ନିର୍ମାଣ
ଅଧାରେ ରହିଯିବ ଜୟପୁର ବାଇପାସ୍!
ଜଯପୁର,୨୫/୯: ଅବିରକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼କୁ ଯୋଡୁଛି ଏହି ସହର ଜୟପୁରରେ ବିମାନବନ୍ଦର କାର୍ଯ୍ୟକ୍ଷମ ପରେ କୋରାପୁଟ ଓ ରାୟଗଡ଼ାରେ ଦ୍ରୁତ ଶିଳ୍ପାୟନର ସମ୍ଭାବନା ଦେଖାଦେଇଛି ଏହାକୁ ନଜରରେ ରଖି ଜୟପୁର ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର
ହୋଇଥିଲା ଟେଖର ଆହ୍ବାନ୍ ପରେ ୬୮.୩୪ କୋଟିରେ ନିର୍ମାଣ ଦାୟିତ୍ଵ ହାତେଇଥିଲା ଜୟପୁରର ତାରାତାରିଣୀ ଜନକସନ୍ କମ୍ପାନି ବାଇପାସ୍ ଲାଗି ବେସରକାରୀ ଜମି ୧୭:୩୭ହେକ୍ଟର ଆବଶ୍ୟକ ଥିବା ବେଳେ ସେଥି ମଧ୍ୟରୁ ୬.୨ ହେକ୍ଟର ଜମି ଅଧିଗ୍ରହଣ ହୋଇପାରୁନି ବେସରକାରୀ ଜମିର ବଉଁମାନ ବଜାଇ ଦର ଏକର ପିଛା ? କୋଟିରୁ ଉର୍ଦ୍ଧ୍ଵ ରହିଛି ଅଥଚ ବିଭାଗ
ହୋଇପାରୁନି ଜମି ଅଧିଗ୍ରହଣ, ରାଜି ନାହାନ୍ତି ମାଲିକ
ଧାର୍ଯ୍ୟ ଅବଧିକୁ ବିତିଲାଣି ଦୁଇ ବର୍ଷ, ସରୁନି ନିର୍ମାଣ
ଟ୍ରାଫିକ୍ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସହରବାସୀ
ଆଣିବା ପାଇଁ ବାଇପାସ୍ ନିର୍ମାଣ ଯୋଜନା ହୋଇଥିଲା କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା, ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ଅବହେଳା କାରଣରୁ ଧାର୍ଯ୍ୟ ଅବଧିର ଦୁଇ ବର୍ଷ ପରେ ବି ସରିପାରିନି ନିର୍ମାଣ କାର୍ଯ୍ୟ
୨୦୨୧-୨୨ ଆର୍ଥିକ ବର୍ଷରେ ବାଇପାସ୍ ନିର୍ମାଣ ପାଇଁ ଟେଣ୍ଡର ଡାକିଥିଲା ଜୟପୁର ରାଜପଥ ବିଭାଗ ୪.୯ କିମି ଲମ୍ବା ବାଇପାସ୍ ଲାଗି ୮୪.୫୮ କୋଟିର ବ୍ୟୟ ଅଟକଳ
ଜମି ଅଧିଗ୍ରହଣ ବାବଦରେ ୩୮ ମାଲିକଙ୍କୁ ଏକର ପିଛା ୩ ଲକ୍ଷ ଦେବାକୁ ଚୂଡ଼ାନ୍ତ କରିଥିବାରୁ ଜମି ଛାଡ଼ିବାକୁ ରାଜି ହେଉନାହାନ୍ତି ମାଲିକ ୧୪ରୁ ଉର୍ଦୁ ଜମି ମାଲିକ କ୍ଷତିପୂରଣ ରାଶିରେ ଅସଷ୍ଟ ପ୍ରକାଶ କରି ଡାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଫଳରେ ୪.୯ କିମି ରାସ୍ତା ମଧ୍ୟରୁ ୧.୭ କିମି ରାସ୍ତା ନିର୍ମାଣ ଶେଷ ହୋଇଛି। ୨.୫୫ କିମି ରାସ୍ତାରେ କେବଳ ମେଟାଲ୍ ପଡ଼ି ରହିଛି। ବଳକା ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ପିଚୁ
କାମ ସମ୍ପୂର୍ଣ କରୁନି ଠିକା ସଂସ୍ଥା ଜମି ଅଧିଗ୍ରହଣ ବିଳମ୍ବ ହେଉଥିବା ବେଳେ ଅପର କୋଲାବ କେନାଲ ଉପରେ ନିର୍ମାଣ ହେବାକୁ ଥିବା ପୋଲ କାମ ମଧ୍ୟ ଠିକା ସଂସ୍ଥା ଶେଷ କରିବାରେ କୌଣସି ପଦକ୍ଷେପ ନେଉନି ଟେଣ୍ଡର ପରେ ଡିଜାଇନିଂ ଦେବାରେ ମଧ୍ୟ ଠିବା ସଂସ୍ଥା ବିନମ୍ବ କରିବାକୁ ଧାର୍ଯ୍ୟ ସମୟ ମଧ୍ୟରେ
ସରିପାରିନି ବ।ଇପାସ୍ ନିର୍ମାଣ
ମୋଟ କମି ଅଧିଗ୍ରହଣ ବାବଦକୁ ଜାତୀୟ ଲାଜପଥ ବିଭାଗକୁ ୩୮.୮୯ କୋଟି ମିଳିଥିଲା। ସେଥିରୁ ଏଯାବତ୍ କ୍ଷତିପୂରଣ ବାବଦରେ ୨୭.୫ କୋଟି ଟଙ୍କା ଜମି ମାଲିକଙ୍କୁ ପ୍ରଦାନ କରାଯାଇଛି। ୬.୨ ହେକ୍ଟର ଜମି ଅଧିଗ୍ରହଣରେ ସମସ୍ୟା ଲାଗି ରହିଥିବାରୁ ବଳକା ଅନୁଦାନ ପଡ଼ି ରହିଛି। ସର୍ଭେ ଜମି ଛାଡ଼ିବାକୁ ମାଲିକଙ୍କୁ
ରାଜି କରିବା ପାଇଁ ପ୍ରଶାସନ ସହ ରାଜପଥ ବିଭାଗ କର୍ତ୍ତୃପକ୍ଷ ବହୁବାର ଚେଷ୍ଟା କଲେଣି ହେଲେ ସରକାରୀ ଦରକୁ ନେଇ ମାଲିକ ହେଁ କରିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଗୌରାଙ୍ଗ ମାଝୀ କହିଛ, ନମି ଅଧିଗ୍ରହଣ ପାଇଁ ସିରିଜ୍ ଡିପୋଜିଟ୍ କରି ଜୋର୍ଟ ନିର୍ଦ୍ଦେଶକୁ
ଅପେକ୍ଷା କରିଛୁ କୋର୍ଟ ନିର୍ଦ୍ଦେଶ ଦେବା ପରେ କାମ ଆରମ୍ଭ ହେବ
ସୂଚନାଯୋଗ୍ୟ, ଜୟପୁର ସହର ମଧ୍ୟ ଦେଇ ୨୬ ଓ ୩୨୬ ନଂ ଜାତୀୟ ରାଜପଥ ସହ ବିଜୟୱାଡା-ରାଞ୍ଚି କରିଡର ଯାଉଛି ବାଇପାସ୍ ନିର୍ମାଣରେ ବିଳମ୍ବ ଯୋଗୁଁ ଭାରୀଯାନ ଚଳାଚନ କାରଣରୁ ଟ୍ରାଫିକ୍ ସମସ୍ୟରେ ହରମନ୍ତ୍ର ହେଉଛନ୍ତି ସହରବାସୀ।