District

କୃଷି ଉତ୍ପାଦନ କମ୍ପାନୀ ଲିମିଟେଡର ବୈଠକ ଅନୁଷ୍ଠିତ

କୃଷି ଉତ୍ପାଦକ କମ୍ପାନୀ ଲିମିଟେଡର ବୈଠକ ଅନୁଷ୍ଠିତ

ପଞ୍ଚମ ବାର୍ଷିକ ସାଧାରଣ ସଭା

ଦଶମନ୍ତପୁର : କୋରାପୁଟ ଜିଲ୍ଲା ଦଶମନ୍ତପୂର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତ ରହିଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଶତାଧିକ ମହିମା ଫାର୍ମର ମାନଙ୍କୁ ନେଇ ଡଗରଗାଣୀ କୃଷି ଉତ୍ପାଦକ କମ୍ପାନୀ ଲିମିଟେଡର ପଞ୍ଚମ

ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିୱାଇଏସଡ଼ି ଏବଂ ଏପିସିର ବ୍ଲକ ସଂଯୋଜକ ଆନନ୍ଦ କୁମାର ମଲ୍ଲିକଙ୍କ ଗୁରୁତ୍ଵପୂର୍ଣ ସଭାପତିତ୍ୱରେ ଏହା ଆୟୋଳିତ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଷ୍ଠ ଭାବେ

ସ୍ଥାନୀୟ ବିଡ଼ିଓ ମିଲନ କୁମାର ଝାଙ୍କର ଉପସ୍ଥିତ ଥାଇ ମହିମା ଫାର୍ମର ମାନଙ୍କୁ ବିଭିନ୍ନ ବ୍ୟବସାୟ ଉତ୍ସାହିତ ପ୍ରଦାନ କରିଥିଲେ । ଏହି ମହିଳାମାନେ ଗତ ବର୍ଷ ମାନଙ୍କରେ ଭିନ୍ନ ଭିନ୍ନ ବ୍ୟବସାୟୀ କରି ୨ ଲକ୍ଷ ଉର୍ଦ୍ଧ ଟଙ୍କା ଲାଭ କରିଥିବାର ମହିଳାମାନେ ଉପସ୍ଥାପନ କରିଛନ୍ତି । ସମ୍ମାନୀତ ଅସ୍ତୀ ଭାବେ କୋରାପୁଟ ଏଲ ଡିଏମ୍ ଦେବେନ୍ଦ୍ର କୁମାର ତ୍ରିପାଠୀ,ପୋଡ଼ାଗଡ଼ ପଶୁ ଚିକିତ୍ସା ଅଧିକାରୀ ଗୋପାଳକୃଷ୍ଣ ଦଣ୍ଡପାଠ, ଓ ଏଇଏମ୍ କୂଳ ସଂଯୋଜକ ଫିଗୋଳ କୁମାର ଲିମା,ଡଙ୍ଗରରାଣୀ ଲିମିଟେଡ଼ କମ୍ପାନୀର ସିଇଓ ଜେ ମହାରଣା, ସିୱାଇଏସଡ଼ିର କର୍ମକର୍ତ୍ତା, ବିଓଡି ଉର୍ମିଳା ନାୟକ ଏବଂ ଡଙ୍ଗରରାଣୀ ଲିମିଟେଡ଼ କମ୍ପାନୀର କର୍ମକର୍ତ୍ତାମାନେ ଇତ୍ୟାଦି ଉପସ୍ଥିତ ଥିଲେ । ଏହାକୁ ସିମ୍ୱାଇଏସଡ଼ିର ଭକ୍ତ ଚରଣ ସାହୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ। ଏହି ବ୍ୟବସାୟ କରି ୨୦୫୪ ରୁ ଅଧୁକ ମହିମା ଫାର୍ମର ମାନେ ରହିଥିବା ବେଳେ ଆଗାମୀ ବର୍ଷ ଅଧୂକ ମହିମା ଫାର୍ମ ହେବେ ବୋଲି ଆନନ୍ଦ କୁମାର ମଲ୍ଲିକ କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button