ଆମକୁ ସୁବାସ ସାର ଦରକାର ପ୍ରଧାନ ଶିକ୍ଷକଙ୍କ ଫ।ଟକରେ ତ।ଲ। ପ।ଇ ବିଦ୍ୟାଳୟର
ଆମକୁ ସୁବାସ ସାର ଦରକାର ପ୍ରଧାନ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟର ଫାଟକରେ ତାଲା
ରାଇଘର, ୨୫।୯
ସାତ ବର୍ଷ ହେଲା ଗୋଟିଏ ବିଦ୍ୟାଳୟ ରେ ଶିକ୍ଷକତା କରି ଅନ୍ୟତ୍ର ବଦଳି ହେଇଥିବା ପ୍ରଧାନ ଶିକ୍ଷଳ ସୁବାସ ଚନ୍ଦ୍ର ସେଠି ଙ୍କ ବଦଳି କୁ ବାତିଲ କରିବାକୁ ନେଇ ପ୍ରତିବାଦ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଂରୟତ ର ମାଇଲିଭଟା ପ୍ରାଥମିକ ବିଦ୍ୟାଳୟ ଯେଉଁଠି ଛାତ୍ରଛାତ୍ରୀ ସଂଖ୍ୟା ୮୨ ଜଣ ଏହି ବିଦ୍ୟାଳୟ ର ପ୍ରଧାନ Mamoni
ଟିମନପୁର ଶୋଭାପାରା ପ୍ରାଥମିଳ ବିଦ୍ୟାଳୟ ରେ ବଦଳି ହୋଇଥିବା ବେଳେ ଏହି ବଦଳି କୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ମାରିଲେ ଗ୍ରାମବାସି ଯେଉଁ ପର୍ଯନ୍ତ ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ ନ ହେବ ସେ ପର୍ଯ୍ୟନ୍ତ ତାଲା ଖୋଲା ହେବନାହିଁ ଏମିତି ପ୍ରତିବାଦ ଜାରି ରହିବ ବୋଲି ବିଦ୍ୟାଳୟ ସଭାପତି ବନ୍ତୁରାମ ଗଣ୍ଡ, ଉପ ସଭାପତି ମେହେର ସୁନା ଗଣ୍ଡ, ଛବିଲାଲ , ପାସିନୀ ଗଣ, ମେସରି ଗଣ,
ଚଇରୁରାମ ଗଣ୍ଡ, ସନାବତୀ ଗଣ୍ଡ, ଲବୁ ଗଣ୍ଡ, କାମସିଂ ଗଣ୍ଡ, ରେବତୀ ଗଣ୍ଡ ଙ୍କ ସମେତ ସମସ୍ତ ଗ୍ରାମବାସି ଉପସ୍ଥିତ ରହିଥିଲେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧ୍ବକାରୀ ସୋନା ମାଝୀ ଗ୍ରାମକୁ ଯାଇ ଗ୍ରାମବାସି ବୁଝେଇବା ପରେ ଗ୍ରାମବାସି ସୋନା ମାଝୀ ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ ଏହି ଘଟଣା କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣେଇ ସମାଧାନ କରିବାର ପ୍ରତିଶୃତି ପରେ ତାଲା ଖୋଲିଥିଲେ ଗ୍ରାମବାସୀ ।