ଘରେ ପଶିଗଲ। ପ।ଣି, ପାର୍କିଂ ରେ ବୁଡିଗଲ। ଗ।ଡି
ଘରେ ପଶିଗଲା ପାଣି, ପାକିଂରେ ଅଧା ବୁଡ଼ିଗଲା ଗାଡ଼ି
ଉମରକୋଟ, ୨୪/୯
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଛି! ଫଳରେ ଅନେକ ସ୍ଥାନ ପାଣି ଘେରରେ ରହିଛି ତଳି ଅଞ୍ଚଳରେ ଥିବା ଘରଗୁଡ଼ିକରେ ପାଣି ପଶିଛି। ଏହାସହ ପାର୍ଟିରେ ବାକେତେକ ଗାଡ଼ି ଅଧା ବୁଡ଼ିଯାଇଛି!
ଉମରକୋଟ ସହରରେ ଚଳିତ ବର୍ଷ ଦ୍ଵିତୀୟ ଥର ଏଭଳି ଘଟଣା ଘଟିଛି। ଦୁର୍ବଳ ଜଳ ନିଷ୍କାସନ ବ୍ୟବସ୍ଥାକୁ ଉମରକୋଟ ସହରବାସୀ ଦାୟୀ କରିଛନ୍ତି। ପୌର ପ୍ରଶାସନ ଠିକ୍ ସମୟରେ ନାଳ ସପୀ କରୁ ନ ଥିବା ଫଳରେ ଜଳ ନିଷ୍କାସିତ ହୋଇ ପାରୁ ନାହିଁ| ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଉମରକୋଟବାସୀ ଅଭିଯୋଗ
କରିଛନ୍ତି।
ଲଘୁଚାପ ପ୍ରଭାବରେ ଉମରକୋଟ ସହରରେ ସୋମବାର ରାତିଠାରୁ ବର୍ଷା ଲାଗି ରହିଛି । ପ୍ରବନ ବର୍ଷା ଯୋଗୁ ବିଶେଷ କରି ଶିବାଜୀ ନଗର, ଗୁଲିପାଟଣାର ଅକ୍ସଫୋର୍ଡ କଲୋନୀ, ଡିଏମ୍ରେ ଥିବା ତଳି ଅଞ୍ଚଳ, ପୁରୁଣା ବସ୍ଷ୍ଟାଣ୍ଡ ଓ ନୂଆ ବସ୍ଷ୍ଟାଣ୍ଡ, ଦଶରପଦାରେ
ଲଗାଣ ବର୍ଷାରେ
ଭମରକୋଟ ଜଳପଗ୍ଧ
ଥୁବା ଘର ଭିତରେ ପାଣି ପଶି ଯାଇଥିଲା। ଘର ଭିତରେ ପାଣି ପଶିବା ଯୋଗୁ ଅନେକ ମୂଲ୍ୟବାନ ଆସବାସ ପତ୍ର, ନାଉଳ, ପନିପରିବା ନଷ୍ଟ ହୋଇଛି। କିଛି ବୋକାନ ଘରେ ମଧ୍ୟ ପାଣି ପଶି ସାମଗ୍ରୀସବୁ ଖରାପ ହୋଇଯାଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଡିଏନ୍କେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପାଣି ପଶିବା ପଶିଯିବା ଯୋଗୁ ତାଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ତୁରନ୍ତ କରାଯାଇଛି ଇମରକୋଟ ପୌର ପ୍ରଶାସନ ତୁରନ୍ତ ଅଞ୍ଚଳର ଥୁବା ଡ୍ରେନ୍ଗୁଡ଼ିକର ସୁବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଏ ନେଇ ପୌରନିର୍ବାହୀ ଅଧୁକାରୀ ଆଲୋକ କୁମାର ଅନୁଗୁଳିଆଙ୍କୁ ପଚାରିବାରୁ ବର୍ଷା ଆରମ୍ଭହେବା ଆଗରୁ ନେସିବି ଲଗାଯାଇ ସହରର ମୁଖ୍ୟ ଡ୍ରେନ ସବୁ ସଫା କରାଯାଇଥିଲା।
ବର୍ଷ ପରେ ମଧ୍ୟ ଯେଉଁଠି ଜଳ ନିଷ୍କାସନରେ ବାଧା ଉପୁଜିଛି ତାକୁ ଚିହ୍ନଟ କରି ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି
ଅଲ୍ଫୋର୍ଡ କଲୋନା ପାଠ୍ୟରେ ଥିବା ଗାଡ଼ିଗୁଟିକୁ ଅଧା ବୁଡି ରହିଛି।