ଶକ୍ତିପୀଠ ମ।ନଙ୍କ ରେ ସ୍ୱତନ୍ତ୍ର ପୂଜ।ଛନ।
ଶକ୍ତିପୀଠମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା
ନବରଙ୍ଗପୁର, ୨୪/୯ ନବରାତ୍ର ପୂଜାର ପ୍ରତିକ୍ଷିତ ହେଉଛି । ମନ୍ଦିରରେ ହୋମଯଜ୍ଞ ଓ ସମସ୍ତ ମା କଟକ ଚଣା ମାତଙ୍ଗୀ ଦେଶରେ ଦର୍ଶନ ଦେଇକରି ନେଉଛନ୍ତି । ମା’ କାଞ୍ଜିକାମଙ୍ଗଳା ଚାମୁଣ୍ଡା ଦେଶରେ ଦର୍ଶନ ଦେଉଛନ୍ତି: ଯେହେତୁ ୱା ଦିନ ମୁକ ପୂଜାର ଆଜି ହେଉଛି ଦଶମ ଦିବସ ଓ ନବରାତ୍ରର ଦ୍ବିତୀୟ ଦିବସ ସେଥୁପରି ଶକ୍ତିମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ନୀତିନିତି କରାଯାଇଛି । ସେହିଭଳି ମନ୍ଦିରମାନଙ୍କରେ ଠାରମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଏହି ସମୟରେ ମା’ ଙ୍କ ଦର୍ଶନ କରେ ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ଵାସ ରହିଛି ।
ମା’ ଭଗବତୀଙ୍କର ବ୍ରହ୍ମଚାରିଣୀ ବେଶ
ବାଲେପୁର :
ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଏହି ଦେଶ ଦେବାପାଇଁ ଭକ୍ତମାନଙ୍କର ଭିଡ଼ ଲାଗିରହିଛି । ମା’ଙ୍କ
କଳାକଲି ବେଶରେ ମା’ ମଙ୍ଗଳା
କାକଟପୁର : ନନ୍ଦପରିକା ପୂଜାର ତୃତୀୟ ଦିନରେ ସହା ରାଜ୍ୟରେ ଶକ୍ତିପୀଠ ଗୁଡିକରେ ଏଭିଙ୍କୁ ବିଭିନ୍ନ ଦେଶରେ ସହିତ କଳାଯାଇ ଥିବା ବେଳେ ଆଦ୍ୟାଶକ୍ତି ପୀଠ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ଆଜି କଳା କରି ବେଶରେ ଦର୍ଶନ ନେଉଛନ୍ତି ମା’ । ସୁରେ ଚାରିବାହିଲେ ଚାଲିଛି ମାଆଙ୍କ ପୂଜାର୍ଚନା । ସକାଳୁ ସ୍ନାନ ମାର୍ଜନା ଅବକାଶ ନୀତି ପରେ ବଲ୍ଲଭ ଧୂପ, ସକାଳ ଓ ନୂଜପତ୍ରର ଧୂପ ସହି ସତ୍ୟା ସନ୍ଧ୍ୟା ଆଳତି ପରିବା ପରେ ମା ଙ୍କୁ ପୂନଃ ସ୍ନାନ ମାର୍ଜନା କରାଯାଇ କଳା କରି ଦେଶରେ ସଜା ଯାଉଥର ଆଜି ମହିଷାସୁରଙ୍କ ଠାବ ପାଇଁ ମାଆଙ୍କ ଚଳନ୍ତି ପ୍ରତିମା ନିମାଳରେ ଉମିତି ଦିନେ କରିବା ପରେ ମାଆଙ୍କ ଦେଶ କବାଟ ଖୋଲିଥିଲା, ନନ୍ଦ ପଟୁକା ତା ଦୂତୀୟ ଦିନରେ ମା ୧୯ଡ଼ାରିଣି ଦେଶ ହେଇଥିବା ବେଳେ ମା ମଙ୍ଗଳା ଆଳଙ୍କୁ ବ୍ରହ୍ମଡ଼ାଣ ବୋଲି ମାଦଳା ପାଞ୍ଜି ଗୁଡ଼ାଇ ଆସୁଛି ।
ବ୍ରହ୍ମଚାରିଣୀ ରୂପେ ଦେବୀ ପୂଜା ପାଇଲେ
ଆସିକା : ଗାଁ ଠାରୁ ସହର ପର୍ଯ୍ୟନ୍ତ ଶରତ କାଳୀନ ଦୁର୍ଗାମନ ଗାଳନ ହେଉଛି । ଆଜି ବହୁଡ଼ାରିଣୀ ରୂପରେ ପୂଜା କରାଯାଉ ଆସିକାର ଅବାଧ ଦେବୀ ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ନବବିବାର ପୂଜାର ସୂତାୟ ଦିନରେ । ପ୍ରାତଃ କାଳରୁ ଦେବୀଙ୍କ ଟି ସରିବାରରେ ବାଳକୋଗ ପରେ ଦୂର ଫିଡନୀତି ହୋଇ ମାଙ୍କ ଦର୍ଶନ ଆଜ୍ମ ହୋଇଥିଲା । ପୂଜାର୍ଜନା କରାଯାଇ ଦିକ ନାମମ ଦିନ ପୂର୍ବକ ପୂଜାପାଠ ହୋଇଥିଲା । ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ପୂଜା ଥାପାଠ, ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥା ପ୍ରଚାଉଳ ବାରକୁ ଲୁଚାଇଥିଲେ ସବେ ତ୍ରିପିଠା । ଉଇମାନେ ନିଜର ମନସ୍କାମନା ପାଇଁ,ସଦସ୍ୟ ମନୋଳ ମୁଳୀ, ସଡ଼ିବାଚନ ଖଟ୍ଟାର, ଅନ୍ନତ ଦୃନ୍ଦ, ପ୍ରମଜଳୀ – ଅହଯୋଗରେ ପୂଜାର୍ଜନ ଚାଲିଥିଲା ।
ମା’ ଭଣ୍ଡାର ଘରଣୀଙ୍କ ନବରାତ୍ର ପୂଜା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଅଷ୍ଠାତ୍ରୀ ଦେବୀ ମୁଁ ରଣ୍ଡାରଘରଣୀଙ୍କ ଶାରଦୀୟ ଦବାକୁ ପୂଜା ଆଜି ଠାରୁ ମହା ସମାରୋହରେ ଆରମ ହୋଇଛି । ଆଜି ପୂଜା ଆରମ୍ଭ ହେଉଥିବାରୁ ମୁଁ ପାଷ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ବାହାର କରାଯାଇଛି । ମାଁ ଇଣ୍ଡାଘରଣୀଙ୍କ ପ୍ରତୀକାମୂକ ପାଟ ୩୫ ପୀଠରେ ବିରଜାମାନ ପୂର୍ବକ ଉତ ଙ୍କୁ ଦୁହାଁମୁଖୀ ହୋଇ ପାଟଖଣ୍ଡା ରୂପେ ଦର୍ଶନ ଦେବେ । ଆଜି ର୍ମଳ ନିମାନ ରେ ପାଦଦ୍ୱାଷାକୁ ରଥ ବାହାର କରାଯାଇଥିଲା । ର୍ମ ରଣ୍ଡାର ଘଟଣାଙ୍କ ଆପଣଙ୍କୁ ସହ ଅନ୍ୟାନ୍ୟ ଅଜ୍ଖ କୁ ମାଜଣା ପାଇଁ ତାହାର କରାଯାଇ । ଧୂପ, ଦୀପ, କୋଇ, ନାଗହା ଭଳି ର୍ମକ ମୂଖ୍ୟ ପୂଜକ ଙ୍କ ସହ ଅନ୍ୟାନ୍ୟ 1000 ମାନେ ପାଟଣା ଓ ମାଡଣ କରିଥିରେ ।