DistrictGajapatiOdisha

ପାରଳାଖେମୁଣ୍ଡି ପୋଲିସ ଓ ଦେବଗିରି ଫରେଷ୍ଟ ରେଞ୍ ପକ୍ଷରୁ ମିଳିତ ଚଢଉ 63.78 ଘନ ଫୁଟ କାଠ ଜବତ, ୨ ଗିରଫ

ପାରଳାଖେମୁଣ୍ଡି, ୨୩/୯: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ୍ ଓ ଦେବଗିରି ବନଖଣ୍ଡ କୌଣସି ସୂତ୍ରରୁ ସୂଚନାପାଇ ମିଳିତ ଚଢଉ କରି ୬୩.୭୮ ଘନଫୁଟ କାଠ ଜବତ କରିଛନ୍ତି. ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି |

ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମରେ ଏହି ଚଢ଼ାଉ କରାଯାଇଛି. ଚଢ଼ଉ ସମଯରେ ଚାରୋଟି ମୋଟର ସାଇକଲ, ତିନୋଟି ମୋବାଇଲ ଫୋନ୍ ଏବଂ ସାଗୁଆନ, ନିମ ଏବଂ ଗମ୍ଭାର ଭଳି ମୂଲ୍ୟବାନ କାଠ ଜବତ କରାଯାଇଛି. ଏହି ଘଟଣାରେ ଏନ.ମନ୍ମଥ ଓ ରାଜେଶ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇ

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button