ଅସୁରକ୍ଷିତ କ୍ରିଟ କୋଠ। ମର।ମତି ଓ ପୁନରୁଦ୍ଧାର କୁ ଅଣଦେଖ।
ଅସୁରକ୍ଷିତ କ୍ରିଟ୍ କୋଠା
ମରାମତି ଓ ପୁନରୁଦ୍ଧାରକୁ ଅଣଦେଖା
ଜୟପୁର, ୨୧/୯: ସହରର ବେଲ୍ ରୋଡରେ ଥିବା କୋରାପୁଟ ଆଞ୍ଚଳିକ ଉନ୍ନୟନ ସଂସ୍ଥା (କ୍ରିଟ) କୋଠା କରାଜା ହୋଇ ପଡ଼ିଲାଣି କୋଠା ସୁରକ୍ଷିତ ନଥିବାରୁ ଏହାର ମରାମତି ଓ ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। କ୍ରିଟ୍ କୋଠାର ଅନେକ ପାନରେ କାନ୍ଥ ଫାଟି ଆଁ କଲାଣି। ଛାତରୁ କଂକ୍ରିଟ ଖସି ପଡ଼ିଲାଣି କଂକ୍ରିଟ ଖସିବା କାରଣରୁ ବହୁ ସ୍ଥାନରେ ଲୁହା ଛଡ଼ ଦେଖାଦେଉଛି କାରରେ ଗଛ ମଧ୍ୟ ଉଠିଲାଣି। ୪୫ ବର୍ଷ ପୁରୁଣା କୋଠା ଏଯାବତ୍ ବ୍ୟବହାର ହେଉଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନର ଅଣଦେଖାକୁ ସହରବାସୀ ନାପସନ୍ଦ କରିଛନ୍ତି ପ୍ରକାଶ ଥାଉକି, ବ୍ରିଟ ଅଧୀନରେ ଦୁଇଟି କୋଠା ରହିଛି! ଗୋଟିଏ କୋଠାରେ କ୍ରିଟ୍ କାର୍ଯ୍ୟାଳୟ ଚାଲିଥିବା ବେଳେ ଅନ୍ୟ ଏକ କୋଠାକୁ ବ୍ୟବସାୟୀ ସୁଜାନ୍ତ ତ୍ରିପାଠୀଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି। ଲିକ ନେବା ପରେ ଗୋଟିଏ ପାର୍ଶ୍ଵର ଘର ଗୁଡିକୁ ଉଡ଼ାରେ ଲଗାଇ ଦେଇଥିବା
ବେଳେ ଅନ୍ୟ ପାର୍ଶ୍ଵକୁ ଏକ ନସିଂ ବିଦ୍ୟାଳୟକୁ ଭଡ଼ାରେ ଦେଇଥିଲେ। ପରବର୍ତ୍ତୀ ସମୟରେ କୋଠା ଦୁର୍ବଳ ହୋଇପଡ଼ିବାରୁ ଲିଜଧାରା ଚର୍ସ ବିଦ୍ୟାଳୟ
କୋରାପୁଟ ଅଘଟଣର ହେଚ କି ପୁନରାବୃତ୍ତ ଜରାଜୀର୍ଷ କୋଠାରେ ଜମୁଛି ଅସାମାଜିକ ଆଡ଼ା
ଖାଲି କରି ଦେବା ସହ ଜୋଠାକୁ ବ୍ୟବହାର କରିନଥିଲେ କ୍ରିଟ୍ ଜୋଠାକୁ ଲିଜରେ ନେଉଥିବା ଶ୍ରୀ ତ୍ରିପାଠୀ କ୍ରିଟ ସମ୍ପାଦକଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ଏ ସମ୍ପର୍କରେ କ୍ରିଟ ସଭାପତି
ଜିଲ୍ଲାପାଳଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଲଗାଣ ବର୍ଷା କାରଣରୁ ବିପଦସଙ୍କୁଳ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କୋଠା କେତେବେଳେ ଗଳି ପଡ଼ିବ ତାହା କହିହେବ ନାହିଁ। କୋରାପୁଟ ଘଟଣା ଜୟପୁରରେ ପୁନରାବୃତ୍ତା ହେବା ପୂର୍ବରୁ ପ୍ରଶାସନ ପଦକ୍ଷେପ ନେବା ଉଚିତ୍ ବୋଲି ବୁଦ୍ଧିଜୀବା କହିଛନ୍ତି ସେହିପରି ସହରରେ ରାଜରାଜୁଡା ଅମଳରୁ ବିଭିନ୍ନ ଘର, ପୁରୁଣା ସରକାରୀ କ୍ୱାର୍ଟର୍ସ ଅସୁରକ୍ଷିତ ଭାବେ ଖାଲି ପଡିଛି। ଜରାଜୀର୍ଣ୍ଣ ଘର ଗୁଡ଼ିକରେ ଗଛ ଉଠି ଜଙ୍ଗଲ ହେଲାଣି କବାଟ, ଝରଳା ଚୋରି ହୋଇ ଗଲାଣି ଏହି ଘର ଗୁଡ଼ିକରେ ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆନ୍ତା ଜମୁଛି ସବୁ ଦେଖ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛି ଜୋଠାର ମରାମତି ପ୍ରଶାସନ ନ କରିଲେ ଲିଜଧାରୀ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ଵ ଦେଲେ ମରାମତି କରି ମାସିକିଆ କିସ୍ତିରୁ ଭରଣା କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।