District

ଅସୁରକ୍ଷିତ ପାତ୍ରପୁଟ ଝୁଲାପୋଲ ,ଅନୁମୋଦନ ଅପେକ୍ଷାରେ। ପ୍ରସ୍ତାବ

ଅସୁରକ୍ଷିତ ପାତ୍ରପୁଟ ଝୁଲାପୋଲ, ଅନୁମୋଦନ ଅପେକ୍ଷାରେ ପ୍ରସ୍ତାବ

ଜୟପୁର, ୧୯/୯: କୋରାପୁଟ ଜିଲ୍ଲାର ଜୟପୁରରୁ ବୈପାରିଗୁଡାକୁ ଜମ୍ବିଥ‌ିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମିତ ପାତ୍ରପୁଟ ଏହା ପୋଇ ଦିପର ହୋଇପଡିଛି । ଏହାକୁ ଦୃଷ୍ଟିରେ ଉତ୍ ପୋଇ ପାର୍ଶ୍ବରେ ଆଉ ଏକ ନୂତନ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ଦାବିବ୍ରତା ଜାତୀୟ ରାଜପଥ ବରୂପକ୍ଷ ଉଦ୍ୟମ କରିଥିଲେ ହେଳେ ଠିବା ସଂସ୍ଥା ପୋକ କାମ ଅଧା କରି ଚାଲି ଯାଇଛି । ପୁନଃ ଆକଳନ କେନ୍ଦ୍ର ସଜକ ମନ୍ତ୍ରଣାଳୟକୁ ପଠାଯାଇଛି । ସେଠାରୁ ଅନୁମୋଦନ ଆସୁନଥିବାରୁ ନୂତନ ପୋଲ ନିର୍ମାଣ କାମ ଆଗେଇ ପାଡୁନି । ଏଣେ ୨୦ରୁ ୨୫ ଟନ ଓଜନକ ଖମଗ୍ରୀ ନହ‌ନ କରି ଡାଲିୟାନ ବଳାଚଳ କରୁଥିବାରୁ ଝୁଲାପୋଲ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଜୟପୁରରୁ ମାଲକାନଗିରି ଜିଲାକୁ ସଂଯୋଗ ନିମନ୍ତେ ଜଯପୁର ବୁଦ୍ଧ ଡଙ୍ଗଉଛିଞ୍ଚି ପଞ୍ଚୟତ ଅଧୁନ ପାତ୍ରପୁଟ ଗ୍ରାମ ନିକଟରେ ପ୍ରଦାହିତ କୋଲାବ ନଦୀ ଉପରେ କିଟ୍ରିଶଲମାନେ ଏକ ଝୁଲା ପୋଇ ନିର୍ମାଣ କରିଥିଲେ । ସେହି ସମଯରୁ ଆଜିଯାଏଁ ଶୁକପୋଳ ଦେଇ ମାଳମାନଗିରି ନିଜକୁ ପାନ‌ବାହାନ ଜଳାଚଳ କରୁଛି । କାଳକ୍ରମେ ଝୁଲାପୋଲଟି ଦୁର୍ବଳ ଅବସ୍ଥାକୁ ଆସି ଯାଇଥିଲା । ଖଞ୍ଚି ଦିଜତା ଭାଷା ନିର୍ମାଣ ସମୟରେ ଏକାର ସାମାନ୍ୟ ମରାମତି କରାଯାଇଥିଲା। ଏହାପରେ ପୋଲଟି ରହିଯିବା ସହ ପାଟ ମଧ୍ୟ ସୃଷ୍ଟି ଜୋଳଥୁରା । ପୋକର ଅବସ୍ଥା ଦୁର୍ବକ ଉଥୁବାରୁ ବିକଳ୍ପ ବ୍ୟବସ୍ଥା ସହ

ଝୁଲାପୋଲକୁ ନହାଲି ପ୍ରତିରକ୍ଷା କରିବାକୁ ଚାହିଁ ହୋଇଥିଲା । ଝୁଲାପୋଲ ପାର୍ଶ୍ଵରେ କୋରାଳ ନଦୀ ଉପରେ ଆଉ ଏକ ପୋଇ ନିର୍ମାଣ କରିବାକୁ କପୁର ଚାତୀୟ କାଳପଥ ବିଭାଗ ଦଳୀ ଓ ଆକଳନ କରିଥିଲା । ୨୪ କୋଟି ବ୍ୟୟ ଅଟକଳ କରାଯାଇ ଟେଣ୍ଟର କଳାଯାଇ ୧୯ ପ୍ରତିଶତ କମ ବରରେ ନିର୍ମାଣ କାମ କରିବାକୁ ଟେଣ୍ଡର କାଦେଇ U ଛତିଶଗଡ଼ର

ଠିକାବାର ନିବେଶ ଅତା ଅନୁସାର ସହମତି ପ୍ରକାଶ କରିଥିଲେ । ଜାତୀୟ ରାଜପଥ ବିଭାଗ ସକ ୨୦୬୨ ଟରମ୍ବର ୧୧ ସେ ନୂତନ ପୋଇ ନିର୍ମାଣ ନିମନ୍ତେ ଚୁକ୍ତିନାମା ହୋଇପୂରା । ୨୦୦୧ରେ ପୋଲ ନିର୍ମାଣ କରିବାକୁ ସରକାର ଭାବେ ଠିକା ସଂସ୍ତ୍ରୀକୁ ଜାଗା ହସ୍ତାନ୍ତର କରାଯାଇଥିଲା । ଏହାର ଦୁଇନ ପରେ ଆଆଦି ୨୦୧୫ ଜାନୁଆରୀ ୩ରେ ଯୋଗ ନିର୍ମାଣ କାମ ସାରି ନିଶାସୀୟ ଅଧୁକାରୀଙ୍କୁ ଠିକାଦର ନୟାକ୍ଷର କରିବାକୁ ଗୁଡାଯାଇପୂଜା । କିନ୍ତୁ ଠିeva କାମ ଜରି ପାରିଜାନି । ଠିକାସଂହାର କରିଥିବା କାର୍ଯ୍ୟର ସମକ୍ଷା କରି ତାଙ୍କ ପୋଇ ନିର୍ମାଣ କାମରୁ ନିବୃଳ କରାଯାଇଥିଲା । ପୁଣି ଏହି ପୋଲ ନିର୍ମାଣ କରିବାକୁ ସୁନଃ ଆକଳନ କରିବାକୁ ଭୁତନେଣ୍ଟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଜସ ବିଭାଗର ଅନୁମୋଦନ ଆସିନରୁ ପାତ୍ରପୁଟର ନୂତନ ପୋଇ ନିର୍ମାଣ କାମ

ସୂଚନା ଅନୁଯାୟୀ, ବ୪୦ ମିଟରର ନୂତନ ପୋଲ ନିର୍ମାଣ ପାଇଁ ୨୦ କୋଟି ୮୯ରଣା ଟଙ୍କାରୁ ଭଲ ଆବବନ କରି ପଠାଯାଇଛି । କେନ୍ଦ୍ର ସହଜ ଓ ପରିବହନ ମନ୍ତ୍ରଣାବରୁ ଅନୁମୋଦନ କୋଇ ଆସିବା ପରେ ପୁନଃ ଟ ଚଳାଯାଇ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ମାଝି ପ୍ରକାଶ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button