District

ଯୌତୁକ ଅଭିଯୋଗ ରେ ସ୍ଵାମୀ ଙ୍କୁ ଏକ ବର୍ଷ ଜେଲ ଦଣ୍ଡ

ସ୍ବାମୀଙ୍କୁ ୧ ବର୍ଷ ଜେଲ

ମୋରଡ।,୧୭/୯ ଯୌତୁକ ନିର୍ଯାତନା

ଦିଆଯାଇଥିଲା। ତେବେ ବାହାଘରର

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଜେଏସ୍ଏଫ୍‌ସି କୋର୍ଟରେ ମଙ୍ଗଳବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଶ୍ରୁତି ପଟ୍ଟନାୟକ ଏହାର ବିଚାର କରି ଦୋଷୀ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ହଜାର ଟଙ୍କାର ଜରିମାନା ଓ ଅନାଦାଯେ ଦାୟେ ଅଧୂକ ୪ମାସ ସ ଜେଲଦଣ୍ଡ ଏବଂ ପୀଡ଼ି ପୀଡ଼ିତାଙ୍କୁ ୪୦ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି

ମାମଲାର ବିବରଣୀ ଥାନା ଅଧୀନ ଅନୁଯାୟୀ, ମୋରଡ଼ା ଥାନ ଝିଙ୍କିରିଅ ରିଆ ଗ୍ରାମର ଦୀପକ ପକ କୁମାର ବେହେରା ରା ୧୯୯୮ରେ ଶକୁନ୍ତଳା ବେହେରାଙ୍କୁ ବିବାହ କରିଥିଲେ। କରିଥିଲେ। ବାହାଘର ସମୟରେ କନ୍ୟା ଘର ପକ୍ଷରୁ ନଗଦ ୧୦ହଜାର ଟଙ୍କା, ସୁନା, ଧରିତ୍ରମୋରଭାବ ଅନ୍ୟ ଘରକରଣା ଆକାରରେ

କିଛି ଦିନ ପରେ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ଦୀପକ ଶକୁନ୍ତଳାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ଅନେକ ଥର ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଦୀପକ ଶକୁନ୍ତଳାଙ୍କୁ তা ବାପ ଘରେ ଛାଡ଼ିବା ସହିତ ଟଙ୍କା ମ ମାଗୁଥିଲେ। ଶକୁନ୍ତଳାଙ୍କ ବାପା ମଧ୍ଯ ଅ ଅନେକ ଥର ଦୀପକଙ୍କୁ ଟଙ୍କା ଦେଇଛନ୍ତି। ତେବେ ୨୦୦୫ ଅଗଷ୍ଟ ୧୦ରେ ବାପା, ଭାଇ ଆସି ଶକୁନ୍ତଳାଙ୍କୁ ତାଙ୍କ ଘରକୁ ନେଇଯାଇଥିଲେ। ଏହାର ୨୦ ଦିନ ପରେ ସ୍ଥାନୀୟ ସରପଞ୍ଚ, ବରିଷ୍ଠ ଲୋକଙ୍କ ଉପସ୍ଥିତିରେ ଉକ୍ତ ଘଟଣାର ସ୍ଥାୟୀ ସମାଧାନ ନିମନ୍ତେ ବୁଝାମଣା ହୋଇଥ ହୋଇଥିଲା । ଏହାର କିଛି ଦିନ ପରେ ଦୀପକ ପୁଣି ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଶକୁନ୍ତଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଏପିପି ସମ୍ବିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button