District

ବୋଟ୍‌ କୁ ଅଳିଆ ଗଦ। ନନିକଟରେ ଓଲଟ।ଇ ରଖାଯାଇଛି

ବୋଟକୁ ଅଳିଆ ଗଦା ନିକଟରେ ଓଲଟାଇ ରଖାଯାଇଛି। ଉଭୟ ବୋଟ୍‌ର ଲୁହାରେ କଳଙ୍କି ଲାଗି ଗଲାଣି

ନବରଙ୍ଗପୁର ବ୍ଳକର ସିନ୍ଧିଗାଁ, ଭାଟିଗାଁ, ସାନମସିଗାଁ, ବଡ଼ମସିଗାଁ ଏବଂ ନନ୍ଦାହାଣ୍ଡି ବ୍ଲକର ଡାଇଭଟା ପଞ୍ଚାୟତ ବନ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତା ବନ୍ୟା, ବାତ୍ୟା ସହ ଅନ୍ୟ ଅଘଟଣ ସମୟରେ ଓଡ୍ରାଫ୍ ଟିମ ସହ ଅଗ୍ନିଶମ ବିଭାଗ ରବର ବୋଟ୍ ଆଣି ଉଦ୍ଧାର କାର୍ଯ୍ୟରେ ନିୟୋଜିତ

କରୁଛନ୍ତି। ଅଥଚ ଲକ୍ଷାଧିକ ଅଧିକ ଟଙ୍କାର ଅତ୍ୟାଧୁନିକ ବୋଟ୍‌ର ମରାମତି କରି ବ୍ୟବ‌ହାର କରୁନାହାନ୍ତି। ଉଭୟ ବୋଟର ମୋଟର କେଉଁଠାରେ ଅଛି ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି ଭାରପ୍ରାପ୍ତ ନବରଙ୍ଗପୁର ତହସିଲଦାର କୁଶ ଗରଡ଼ା । ଉଭୟ ବୋଟ୍ ମରାମତି କରି ବ୍ୟବହାରଯୋଗ୍ୟ କରିବା ସହ ମୋଟର କୁଆଡ଼େ ତାହାର ତଦନ୍ତ ପାଇଁ ଦାବି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button