District

ଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳ ରେ ସମୟ ଅନୁସ।ରେ ବିଦ୍ୟାଳୟରେ ରହୁନ।ହଲନୀ ଶିକ୍ଷକ

ଶିକ୍ଷା ମନ୍ତ୍ରୀ ଙ୍କ ଅଞ୍ଚଳରେ ସମୟ ଅନୁସାରେ ବିଦ୍ୟାଳୟରେ ରହୁନାହାନ୍ତି ଶିକ୍ଷକ

ରାଇଘର , ସରକାର ଛାତ୍ର ଛାତ୍ରୀ ଙ୍କ ପାଇଁ ଉଜ୍ଜଳ ଭବିଷ୍ୟତ ଗଢିପା ପାଇଁ ଆଗକୁ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଥିବା ବେଳେ କେତେକ ଜାଗାରେ ଶିକ୍ଷକ ଙ୍କ ଅବହେଳା ଯୋଗୁଁ ଛାତ୍ର ଛାତ୍ରୀ ଏହି ସବୁ ଯୋଜନା ରୁ ବାଦ ପଡ଼ୁଥିବାର ଦେଖିବାକୁ ମିଳୁଛି ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ଶିକ୍ଷକ ଘରେ ପହଞ୍ଚି ଯାଉଥିବାର ଦେଖୀବାକୁ ମିଳୁଛି ଉପାନ୍ତ ଅଂଚଳରେ ଶିକ୍ଷା ବିଭାଗର ବିକଳ ଚିଙ୍ଗୀଡିଭାଟା ପ୍ରାଥମିକ ଅନୁଯାଇ ରାଇଘର ବ୍ଲକ ଚିତ୍ର ସାମନକୁ ଆସିଛି ବିଦ୍ୟାଳୟ ରେ ସୂଚନା ଛେଳିଡ଼ଙ୍ଗରି ପଂଚାୟତ ବିଦ୍ୟାଳୟ ଦି ନ ର ଚିଙ୍ଗିଡ଼ିଭଟା ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ବିଗତିଭାଗ ୯ – ୨୦୨୫ ସମୟ ଶୁକ୍ରବାର ତାରିଖ ୧୨ ଥିଲା ୩ ଟା ୨୦ ମିନିଟ ମାନେ ରାସ୍ତା ଉପରେ ପିଲା ନିଜ ନିଜ ଭିତରେ ବିଦ୍ୟାଳୟ ରେ ନ ଥିଲେ ବିଷୟରେ ଆମେ ଆର ସି ସି ଙ୍କୁ ଯୋଗା ବିଦ୍ୟାଳୟ ରେ ପିଲା ବୁଲୁ ଥିଲେ କେତେକ ପାଟି ତୁଣ୍ଡ କରୁଥିଲେ କୌଣସି ଶିକ୍ଷକ ଏହି ଛେଳିଡ଼ଙ୍ଗରି କ୍ଲଷ୍ଟର ସି ଯୋଗ କରିବାରୁ ଜଣା ପଡିଲା ପ୍ରଧାନ ଶିକ୍ଷକ ଅକ୍ଷୟ ସାମଲ ନିଜ ପୁତୁରା ଙ୍କ ମୃତ୍ୟୁ ଖବର ପାଇଁ ନିଜ ଗାଁ କୁ ଯାଇଥିବା ବେଳେ ଆଉ ଜଣେ ଶିକ୍ଷକ ରତି ରାମ ବିଦ୍ୟାଳୟ ରେ ପିଲାମାନଙ୍କୁ ଛାଡି ନିଜ ଘର କୁ ଚାଲିଗଲେ ପିଲାମାନଙ୍କୁ କ‌ହିକି ଗଲେ ଛୁଟି ହେଲେ ତାଲା ପକେଇ ଘରକୁ ଯିବାକୁ, ପିଲାଙ୍କ ହାତରେ ପିଲାଙ୍କ ଭବିଷ୍ୟତ ଏହି ବିଷୟରେ ବ୍ଳକ ଶିକ୍ଷା ଅଧିକାରୀ ବିକାଶ ବିଦ୍ୟାଳୟ ର ଫୋଟୋ ଏବଂ ଭିଡିଓ ଦେଖେଇ ଜଣେଇବାରୁ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏବେ ଦେଖିବାକୁ ବାକି ରହିଲା ଶିକ୍ଷକ ଙ୍କ ପ୍ରତି କଣ କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button