District

ଟାୱାର ଅଛି,ନେଟୱାର୍କ ନ।ହି କଲ୍ଯାଣ ସିଂହ ପୁର ବ୍ଲକ ପଞ୍ଚାୟତ ରେ

ଟାୱାର ଅଛି ନେଟୱାର୍କ ନାହିଁ

କ ଲ୍ୟା ଣ ସିଂହ ପୁ ର – ୧୫/୯ ରାୟଗଡ। ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପଞ୍ଚାୟତରେ ଟାଓ୍ବାର ହୋଇ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଜିଓ ନେଟୱାର୍କ ସଂଯୋଗ ହୋଇ ନ ଥିବାରୁ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ନି ୟମଗିରି ପାହାଡ ରେ ବସବାସ କରୁଥିବା ଆଦି ମ ବିରଳ ଡଙ୍ଗରିଆ କନ୍ଧ ଙ୍କୁ ମୁ ମୁଖ୍ଯ ସ୍ରୋତକୁ ଆଣିବା ପାଇଁ ସରକାର ଚେଷ୍ଟାକରୁଛନ୍ତି । ଅଞ୍ଚଳକୁ ରାସ୍ତାଘାଟ, ବିଜୁଳି, ଶିକ୍ଷା, ଅଙ୍ଗନଓ୍ବାଡି ,ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ସହ ଜିଓ ନେଟୱାର୍କର ।ର୍କର ବ୍ୟବସ୍ଥା କରାଯାଇଛି କିନ୍ତୁ ତାହା କୌଣସି । କାମ କୁ ନାହିଁ।ପାର୍ଶାଲି ପଞ୍ଚାୟତର ଡଙ୍ଗରିଆ ଗ୍ରାମ ମଧ୍ଯରୁ 26 ଗ୍ରାମରେ ପାର୍ଶାଲି,ଭାଲେରି, ପାତଲମ୍ପା , ପାରାମାଲି, ପଞ୍ଚକୁଡି, ତେନ୍ତୁଳି ପଦର, ଟାମକଶିଲି, ନିର୍ଗୁଣ୍ଡି, ବଡଡେଙ୍ଗିଲେଲି, ରିଲିଆନ୍ସ ଜିଓ ଟାୱାର ନେଟୱାର୍କ ର କାର୍ଯ୍ୟ ଶେଷ କରାଯାଇଛି । ସେଥ୍ରୁ କିଛି ଜିଓ ନେଟୱାର୍କ ଚାଲୁଥିବା ବେଳେ ବଡଡେଙ୍ଗିନେଲି, ନିଶିଖାଲ ଓ ନିରଗୁଣ୍ଡି ଟାୱାରରେ ଜିଓ ନେଟୱାର୍କ ଲାଇନ ସଂଯୋଗ କରାଯାଉନାହିଁ । ସେଥୁରୁ ବଡ଼ ଡେଙ୍ଗିଲେଲି ଗ୍ରାମରେ ଦୁଇବର୍ଷ ହେବ ଟାୱାର କାର୍ଯ୍ୟ ଶେଷ ହୋଇଛି କିନ୍ତୁ ନେଟୱାର୍କ ସଂଯୋଗ କରାଯାଇ ନାହିଁ ବୋଲି ଉକ୍ତ ଗ୍ରାମର ଲେଲି କୌଶଲ୍ୟା, ସାନ କୌଶଲ୍ୟା, ବଡ଼ ସିକକା,କାଟୁ, ଶ୍ୟାମ ସିକକା ପ୍ରମୁଖ ଅଭିଯୋଗ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button