ଏସିଆ କପ୍, ପାକିସ୍ତାନ କୁ ୭ ୱିକେଟ ହର।ଇଲ। ଭ।ରତ
ଏସିଆ କପ୍ : ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଭାରତ
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ୱିକେଟ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାନ ଯଦଳ ୪୭
ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଜଳ ବର୍ମା ୩୧ ଗନର ଲଢ଼ୁଆ ଇନିଂସ ଖେଳିଥିଲେ । ଏହି ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ
ଇଣ୍ଡିଆ କରିଥିଲା । ତେବେ ଭାରତୀୟ ବୋଲିର ହାର୍ଦ୍ଦିକ ପାଣ୍ଡ୍ଯ ମ୍ୟାଚର ପ୍ରଥମ ଓଭରରେ ହିଁ ସରମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆରଟ କରିଥିଲେ। ପାଶ୍ୟାଙ୍କ ଚରକୁ ଖେଳିବାକୁ ଯାଇ
ଆୟୁବ ତୁମଲାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ କୁମରାଙ୍କ ଚଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଶ୍ୟାଙ୍କ ହାତରେ ଧରାପଡ଼ିଥିଲେ । ସେ ମାତ୍ର ୩ ଜନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ସ୍ଵିକେଟ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ଓ କୁଳଦୀପ ଯାଦବ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପାକିସ୍ତାନ ପକ୍ଷରୁ ସାହି ବଳାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । କୁଳଦୀପ ଯାଦବ ୩ଟି ୱିକେଟ୍ ନେଇଥିବାବେଳେ କୁମରା ଓ ଅକ୍ଷର ପଟେଇ ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ବରୁଣ ଚକ୍ରଚରି ଓ ପାଣ୍ଡା ୧ଟି ଲେଖାଏଁ ୱିକେଟ ନେଇଥିଲେ ।