District
ବର୍ଷ। ରେ ମକ। ଚ।ଷ ନଷ୍ଟ
ବର୍ଷାରେ ମକା ଚାଷ ନଷ୍ଟ
ଚନ୍ଦାହାଣ୍ଡି, ୧୪/୯: ଚନ୍ଦାହାଣ୍ଡି ବ୍ଳକରେ ଗୁରୁବାର ସନ୍ଧ୍ୟାରେ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଥିଲା। ଫଳରେ ମକା ଚାଷ ବହୁଳ ଭାବେ କ୍ଷୟକ୍ଷତି ହୋଇଛି। ଉଜୁଡ଼ି ଯାଇଥିବା କ୍ଷେତକୁ ଦେଖି ଋଣ କରଜ କରି ଚାଷ କାର୍ଯ୍ୟ କରିଥିବା ଚାଷୀ ବର୍ତ୍ତମାନ Gan ଋଣ ପରିଶୋଧ କରିବା ସହ ପରିବାର ପ୍ରତି ପ । ଷ ଣ କରିବେ ବୋଲି ଚିନ୍ତାରେ ରହିଛନ୍ତି । ବ୍ଳକର ଧୋଡ଼ିପାଣି, ଦଳବେଡ଼ା, କୁହୁଡ଼ି, ମାଲଗାଁ, ଚନ୍ଦାହାଣ୍ଡି, ଟ୍ଟ ଖଲି ଆ, । ଦାର ପଡ଼ ଜମ ଦ ପଞ୍ଚାୟତରେ ମକା ଚାଷ ବହୁଳ ହୁଳ ଭାବେ କ୍ଷୟକ୍ଷତି ହେ ହୋଇଥିବା ଜଣ । ପ । ପ ଡି ଛି । ଚନ୍ଦାହାଣ୍ଡି ପଞ୍ଚାୟତ ସିନାପାଲି ଗ୍ରାମର ବୈଷ୍ଣବ ନାୟକଙ୍କ ଏକ ଏକର ଜମିରେ କରାଯାଇଥିବା ମକା ହୋଇଯାଇଛି। ଦଶ
କରି ଚାଷ କରିଥିବା ବୈଷ୍ଣବ କିଭଳି ଋଣ ପରିଶୋଧ କରିବେ ବୋଲି ଚିନ୍ତାରେ ରହିଛନ୍ତି | ପ୍ରଶଂସନ ହରପୁର ଶୟଗତି ଆଲଲନ କବି ମତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।