District

୧୭ରୁ ସୁସ୍ଥ ନ।ରୀ ସଶକ୍ତ ପରିବାର ଅଭିଯାନ

ଭୁବନେଶ୍ୱର, ଶନିବାର, ୧୪/୯ ସେପ୍ଟେମ୍ବର, ୨୦୨୫

୧୭ରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ନବରଙ୍ଗପୁର ଜିଲ୍ଲାରେ ୧୭ ସେପ୍ଟେମ୍ବନରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସୁହ ନାରୀ ସଶକ୍ତ ପରିବାର ଅଭିଯାନ ଆରମ୍ଭ ହେବ ଏହି ଅବସରରେ ଗୁରୁବାର ରାତି ୮ଟାରେ ଅଶୋକ ମେହେକ ବୈଠକ ଗୃହରେ ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁଙ୍କ ଅଧ୍ଯକ୍ଷତାର ମୁହଁ ନାରୀ ସଶକ୍ତ ପରିବାର ଅଭିଯାନ ନିମନ୍ତେ ଲିଳାମୁରୀୟ ସମୟ ବୈଠକ ଅନୁଷ୍ଠିତ ହୋଇଛି। ଭଗ୍ନ ବୈଠାକରେ ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଜିଲ୍ଲା ସମାଜମଙ୍ଗଳ, ମିଶନ ଶକ୍ତି ବିଭାଗର ସମସ୍ଥ ଅଧୁକାରୀ ଉପସ୍ଥିତ ଥିଲେ । ଏହି ଅଭିଯାନ ଗିଲା ମୁଖ୍ୟ ଚିକିମାଳୟ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଉପସ୍ବାସ୍ଥ୍ୟ କେନ୍ଦ୍ର ଆୟୁଷନ ଆରୋଗ୍ୟ ମନ୍ଦିରରେ ବରଯିବ।

ବୈଠକରେ ଜିଲ୍ଲପାଳ ଓ ଅନ୍ୟ ଅଧୁକାରୀମାନେ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯ୍ୟନ୍ତ ରୋଗ ଚିହ୍ନଟୀକରଣ, ସଚେତନତା ଶିବିର ଅନୁଷ୍ଠିତ ହେବ। ଏହି ଅଭିଯାନରେ ନାରୀ, ଶିଶୁ ଓ ବିଶେଷକରି କିଶୋରୀମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ଥ୍ୟ ପରୀକ୍ଷା କରାଯିବା ଉକ୍ତ

ଆଲୋଚନା କରୁଛନ୍ତି।

ପରୀକ୍ଷା, ଅଣସଂକ୍ରମକ ରୋଗ ପରୀକ୍ଷା, ରକ୍ତହୀନତା ପରୀକ୍ଷା, ରକ୍ତ ଶିଜୁଳି ପରୀକ୍ଷା, ରକ୍ତଶର୍କରା ପରୀକ୍ଷା, ଟିକାକରଣ କରାଯିବ ଧର୍ଯ୍ୟ ଗାଁର ସ୍କୁଲ ମାନଙ୍କରେ ୧ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ଥିବା ଗ୍ରାମଗୁଡ଼ିନରେ ଆନ୍ଦୋଳନ

କରାଯିବ । ଏହି ଶିବିର ଜିଲାର ସମସ୍ତ ୧୦ ଗୋଷ୍ଠୀ ଗ୍ରାସ୍ଥ୍ୟକେନ୍ଦ୍ର, ୪୦ ପ୍ରାଥମିକ ସ୍ବାସ୍ଥ୍ୟଜେନ୍ଦ୍ର, ଆୟୁଷ୍ଠାନ ଆରୋଗ୍ୟ ମନ୍ଦିର, ୧ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୨୮୯ଟି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ସ୍ବତନ୍ତି ତାସ୍ଥ୍ୟ ନ୍ୟାଞ୍ଚ ଗୋଟିଏ ଲେଖାଏ କରାଯିବ ସମସ୍ତ ବିଭାଗରେ ସମନ୍ୱୟରେ ଏହି କାର୍ଯ୍ୟକ୍ରମକୁ ସଫଳତା ସହ କରିବା ପାଇଁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ରାସ୍ଥ୍ୟ ବିଭାଗର ସମସ୍ତ ଅଧୁକାରୀ ତଥା ଜିଲା ମୁଖ୍ୟ ଚିକିସାଧୁକାରୀ ସନ୍ତୋଷ କୁମାର ପଣ୍ଡା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ତିପିଏମ୍ ଶବ୍ଦର ଆଚାର୍ଯ୍ୟ ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପରେ ସମ୍ପୂର୍ତ୍ତ ଆଲୋଚନା କରିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button