District

କମ୍ପାନୀ ରାସ୍ତା ଖୋଳି ଦେବ।ରୁ ଗ୍ରାମ ବ।ସୀ ଲୋକେ ଅଭିଯୋଗ କଲେ

କମ୍ପାନୀ ରାସ୍ତା ଖୋଳି

ଦେବାରୁ ଲୋକେ ଅଭିଯୋଗ କଲେ

ବୈପାରିଗୁଡା,୧୨/୯ : ବୈପାରିଗୁଡ।

ବ୍ଲକର ମହୁଲି ଗ୍ରାମ ପଞ୍ଚାୟତର ପାରାଲ ଗ୍ରାମ ର ଶତାଧୂକ ଗ୍ରାମ ବାସି ଜାତ।ୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଗ୍ରାମ ବାସି ମାନେ ଏକଯୁଟ ହୋଇ ଜିଓ କମ୍ପାନୀକୁ ବିରୋଧ କରି ଗୋଷ୍ଠୀ ଉନ୍ନୟନ ଏକ ଦାବିପତ୍ର ବୈପାରିଗୁଡ ଗୁଡା ଗୋଷ୍ଠୀ ଅଧୂକାରୀ ଶକ୍ତି ମହାପାତ୍ର ଓ ତହସିଲଦାର ସ୍ନିଗ୍ଧ ଚୈଧୁରିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ବହୁ ବର୍ଷ ପରେ ଏହି ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ବେଳେ ମାଧ୍ୟମରେ ଏକ ପକା ରାସ୍ତା ମିଳିଥିବା ବେ ଏହି ଜିଓ କମ୍ପାନୀ ରାସ୍ତା ଖୋଜି ଦେବା ଫଳରେ ଗ୍ରାମକୁ ଯାତାୟତ କରିବା ପାଇଁ ଛୋଟରୁ ବଡ ଯାନ ବାହାନ ସହ ସାଧାରଣ ଜନତା ମଧ୍ଯ ବହୁ ଅସୁବିଧାର ସମ୍ମୁଖନ ହେଉଥ‌ିବା ନେଇ ଅଭି ଯୋଗ କରିଛନ୍ତି ଗ୍ରାମବାସି । କମ୍ପାନୀ ତୁରନ୍ତ ଖୋଳି ଦେଇଥ୍ ବା ତେବେ ରାସ୍ତା ରୋକ କରିବା ନେଇ ଚେତାବନୀ ଦେଇଛନ୍ତି । ପ୍ରଶାସନ ତୁରନ୍ତ ଏହି ଘଟଣା କୁ ଗୁରୁତ୍ବର ସହ ନେବାକୁ ସାଧାରଣ ଦାବି ହୋଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button