District
ମଦ ଜବତ ଜଣେ ଗିରଫ
ମଦ ଜବତ, ଜଣେ ଗିରଫ
ନବରଙ୍ଗପୁର,୧୨/୯ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ତତ୍ତ୍ଵାବଧାନରେ ବିଭାଗିୟ କର୍ମଚାରୀମାନଙ୍କ ସହ, ତେନ୍ତୁଳିଖୁଣ୍ଟି ଥାନା ଅନ୍ତଗତ ଟିମନ୍ ପଦର ଛକ ନିକଟରେ, କୁସୁମୀ ଗ୍ରାମର ଜଣେଙ୍କ ନିକଟରୁ ୧୫ ଲିଟର ଚୋରା
ଦେଶୀ ହାତ ରନ୍ଧା ମଦ ସହିତ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ ଅଦାଲତରେ ହାଜର କରାଯାଇଥିବା
ମକଦ୍ଦମା ରୁଜୁ କରାଯାଇଛି ଚଢାଉରେ ସୁଧାଂଶୁ ଶେଖର ବଘ୍ ଓ ଅକ୍ରମ ଖାନ