ଦିବ୍ୟାଙ୍ଗ ବୃଦ୍ଧ।ବୃଦ୍ଧଙ୍କୁ ବଦ୍ଧିତ ଭତ୍ତା ବଣ୍ଟନ
ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାଙ୍କୁ ବଦ୍ଧିତ ଭତ୍ତା ବଣ୍ଟନ
ତେନ୍ତୁଳିଖୁଣ୍ଟି ୧୧/୯ : ଆଜି ତେନ୍ତୁଳିଖୁଣ୍ଡି ବ୍ଳକ ପରିସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ୪ ୪୦ ଜଣ ଦିବ୍ୟାଙ୍ଗ ତଥା ୮୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧାଙ୍କୁ ୩୫୦୦ ଟଙ୍କା ଲେଖ ଲେଖାଏଁ ବଦ୍ଧିତ ଭକ୍ତ ଭତ୍ତା ଭତ୍ତା ସାଙ୍ଗକୁ ନୂତନ ଯୋଗ୍ୟ ୨୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଟି ନ କରିଛନ୍ତି । ତେନ୍ତୁଳିଖୁଣି ନିଖୁଣ୍ଟି ବ୍ଳକ ପରିସରରେ ରେ ୧୨ ଜଣ ଦିବ୍ୟାଙ୍ଗ ଏବଂ ୨୮ ଜଣ ବୃଦ୍ଧ ବୃଦ୍ଧାକୁ ମିଶାଇ ସର୍ବମୋଟ ୪୦ ଜଣଙ୍କୁ ଙ୍କୁ ୩୫୦୦ ଟଙ୍କା ଲେଖାଏଁ ବର୍ଷିତ ଭତ୍ତା ନିଜେ ସେମାନଙ୍କ ନିକଟରେ ପହଞ୍ଚି ବିଧାୟକ ୟକ ଗୌରୀ ଶଙ୍କର ମାଝୀ ଏବଂ ଅନ୍ୟ ନିର୍ବାଚିତ ଲୋକ ପ୍ରତିନିଧୂଙ୍କ ଧୂଙ୍କ ଦ୍ବାରା ବଣ୍ଟନ କରାଯାଇ ପାଇଥିଲା । ତେବେ ପରଜା ବାରଙ୍ଗ ପଦର ପଞ୍ଚାୟତ ସରପଞ୍ଚ ବନ୍ଦିତା ନାଯ ଚିତା ନାୟକଙ୍କୁ ଭତ୍ତା ଟଙ୍କା ବ ବଣ୍ଟନ ବେଳେ ଅଣଦେଖା କରି ତାଙ୍କୁ ଭତ୍ତା ବଣ୍ଟନ ର ସାମିଲ କରାଯାଇନଥିବା ସେ ଅଭିଯୋଗ କରିଥିଲେ । ପୂର୍ବ ପୂର୍ବ ଅଧକ୍ଷାଙ୍କ ଅନାସ୍ଥାରେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ ଦେଇନଥ୍ବାରୁ ତାଙ୍କୁ ଏହିଭଳି ଅଣଦେଖା କରି ଅପମାନିତ କରାଯାଇଥିବା ସେ ଅଭିଯୋଗ କରି ଗଣମାଧ୍ୟମ ପ୍ରତିନିଧୂଙ୍କ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି । ହିତାକାରୀ ହିତ ଚିହ୍ନଟ ଏବଂ ହିତାଧିକାରୀଙ୍କୁ ଭତ୍ତା ପାଇଁ ଡ଼ାକିବାରେ ସେ ସାମିଲ ହୋଇଥିବା ବା ବେଳେ ଭତ୍ତା ବଣ୍ଟନରେ ତାଙ୍କୁ ସାମିଲ ନକରି ଜଣେ ମଧ୍ୟ ହିତାଧିକାରୀଙ୍କୁ ତାଙ୍କ ଦ୍ବାରା ଭତ୍ତା ବଣ୍ଟନ
କରାଯିବା ଦୁଃଖଦାୟକ ବୋଲି ସେ କହିଛନ୍ତି ତେବେ ବିଡିଓ ମନୋଜ କୁମାର ପାଣିଗ୍ରାହୀ