ଅଧ୍ୟାପକ ସ୍ୱାମୀ ଓ ସହଯୋଗୀ ଙ୍କୁ ମହଙ୍ଗା ପଡିଲ। ସ୍ତ୍ରୀ ଓ ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତା ରେ ବୁଲ।ଇବ।
ଅଧ୍ୟାପକ ସ୍ଵାମୀ ଓ ସହଯୋଗୀଙ୍କୁ ମହଙ୍ଗା ପଡ଼ିଲା
ସ୍ତ୍ରୀ ଓ ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା
ନିମାପଡ଼ା, ୧୧/୯ : ନିମାପଡ଼ା ଏନ୍ଏସି ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଥିଲା। ଅମଲାପଡ଼ାଠାରେ ଭଡ଼ାଘରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ଓ ତାଙ୍କର ଜଣେ ସମ୍ପର୍କୀୟ ଶିକ୍ଷକଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ସହଯୋଗୀ ମିଶି ହାତ ଗୋଡ଼ ବାନ୍ଧି ମାଡ଼ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମ୍ପୃକ୍ତ ଶିକ୍ଷକଙ୍କ ସହ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ତେବେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଧ୍ୟାପକ ଥିବା ସ୍ବାମୀ କାକଟପୁର ଥାନା ଅଞ୍ଚଳର ଗିରିଧାରୀ ଖଟୁଆ । ଓ ତାଙ୍କ ସହଯୋଗୀ ସୁବ୍ରତ ପଢ଼ିଆରୀଙ୍କୁ ଗିରଫ କରି ବୁଧବାର । କୋର୍ଟ ଚାଲାଣ କରିଛି। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ନିମାପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ମ।ଡମାରି ଉଲଗ୍ନ କରି ବେକରେ ଫୁଲ ମାଳ ପକାଇ ରାସ୍ତାରେ ଚଲାଇ ଚଲାଇ ନିମାପଡ଼ା ଥାନାକୁ ନେବା ଘଟଣା ଏଠାରେ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତ ଗିରଫ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ଏବଂ ଭଡ଼ା ଘରେ ଅସଂଯତ ଅବସ୍ଥାରେ ଧରିଥିବା ନେଇ ଶିକ୍ଷୟିତ୍ରୀଙ୍କ ସ୍ବାମୀ କହୁଥିବା
ଘଟଣାରୁ ଜଣାପଡ଼ିଛି ଯେ ନିଆଳି ବ୍ଲକ ଅଞ୍ଚଳରେ ଶିକ୍ଷୟିତ୍ରୀ ଥୁବା ମହିଳା ଜଣକ ନିମାପଡ଼ା ଅମଲାପଡ଼ାରେ ମୋ ଓଡ଼ିଶା ବନ୍ତି । ତାଙ୍କର ଏକ ନାବାଳକ ପୁତ୍ର ସନ୍ତାନ ରହିଛି । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଗିରିଧାରୀ ଖଟୁଆ ଜଗତସିଂହପୁର କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିଲା । ତେଣୁ ସେ ଅନ୍ୟତ୍ର ଭଡ଼ାରେ ଘର ନେଇ ରହୁଥିଲେ। ଦୋଳି ବଳଏ ଭଲ କରିଛନିକ ବିଶାସଘାତକତା
ସମ୍ପୃକ୍ତ ଶିକ୍ଷକଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରି ହାତ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନା ପର୍ଯ୍ୟନ୍ତ ଆଣିଥିଲେ। ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ସହିତ ସମ୍ପୃକ୍ତ ଶିକ୍ଷକଙ୍କ ଅନୈତିକ ସମ୍ପର୍କ ଥିବା ନେଇ ତାଙ୍କ ସ୍ବାମୀ ଅଭିଯୋଗ ଉଠାଇଥିଲେ । ତେବେ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ସ୍ବାମୀ ଗିରିଧାରୀ ଓ ତାଙ୍କ ସହଯୋଗୀ ସୁବ୍ରତଙ୍କ ବିରୋଧରେ ଏକ ମାମଲା ରୁଜୁ ସହିତ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇନକୁ ହାତକୁ ନେଇ ଏଭଳି ଅମାନୁଷିକ କାର୍ଯ୍ୟ ଯିଏ କରିବ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କରିଛନ୍ତି ଏହା ସତ୍ୟ ।